ସିସି କ୍ୟାମେରା ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ପୌର ପରିଷଦର ଟଙ୍କା ନାହିଁ : ୬୫ ସିସି କ୍ୟାମେରାରୁ ଗୋଟିଏ ବି କାମ କରୁନି; ଭଞ୍ଜନଗର ପୌରପରିଷଦରେ ବଢୁଛି ଅପରାଧ

ଭଞ୍ଜନଗର ୦୭/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି…