ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକ

ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଲଛିପୁର ରାଜ୍ୟ ରାଜପଥ ୨୧୬ ଉପରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିବା ପରେ ସହାୟତା ଦାବିରେ ପରିବାର ଲୋକେ ଖଡ଼ି ଖଡ଼ିଆଳ ଥାନା ଥାନା ସମ୍ମୁଖରେ ମୃତଦେହ ରଖ୍ ଜାତୀୟ ରାଜପଥ ଅବରୋଧ କରିଥିଲେ। ପୋଲିସ ସୂତ୍ରରୁପ୍ରକାଶ ଯେ, ରବିବାର ରାତିରେ ୪ ସାଙ୍ଗ ଖଡ଼ିଆଳ ମହୋତ୍ସବ ଦେଖ‌ିବାକୁ ବାଇକ୍ଯୋଗେଆସୁଥିଲେଏହିସମୟରେଲଛିପୁରଠାରେ ଅନ୍ୟ ଏକ ବାଇକ୍ (ସିଜି୧୩ଏଟି-୪୮୭୨) ସେମାନଙ୍କୁପଛପଟୁଧକ୍କାଦେଇଥିଲାଫଳରେଚାରିଜଣ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ କଳାହାଣ୍ଡି ଜିଲା କାର୍ଲପଡା ଥାନା ବୁଢ଼ୀପଦର ଗ୍ରାମର ଟୁନା ଶବର (୧୫)ଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ।ରେ ଚକ୍ରଧର ଶବର, ଭୁଜଙ୍ଗ ଶବର ଓ ସଞ୍ଜୀବ ଶବର ଗୁରୁତର ହୋଇଛନ୍ତି। ଚକ୍ରଧରଙ୍କୁ ଅଧିକ ଚିକିତ୍ସା ପାଇଁ ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ସ୍ଥାନୀୟ ଡାକ୍ତରଖାନାରେ ଦୁଇଜଣଚିକିତ୍ସିତ ହେଉଛନ୍ତି। ମୃତ ଟୁନା ସମ୍ପର୍କୀୟଙ୍କ ଘର ଖଡ଼ିଆଳ ଥାନା ଅନ୍ତର୍ଗତ ସର୍ଗାଦି ଗ୍ରାମର ଜଗସନ ଶବରଙ୍କଘରେରହୁଥିଲେ। ସୋମବାର ମୃତକ ମୃତକ ଓ ଓ ଗୁରୁ ଗୁରୁ ତରଙ୍କୁ ତରଙ୍କୁ ସହାୟତା ଦାବି ବିକରି ଖଡ଼ିଆଳ କଂଗ୍ରେସ ନେତା କମଳ ଚରଣ ତାଣ୍ଡି, ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବା ଥାନା ସମ୍ମୁଖରେ ৭৭৪৭. ଜାତୀୟ ରାଜପଥ ଅବରୋଧ କରିଥିଲେ। କରି ଘଟଣା ସ୍ଥଳରେ ଖଡ଼ିଆଳ ତହସିଲଦାର ନରସିଂ ଗଡବା ପହଞ୍ଚୁ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ।