
ପୁରୀ, ୮/୩ (ବଳରାମ ତ୍ରିପାଠି): ପ୍ରୋଟୋକଲ୍ ଦର୍ଶନକୁ ନେଇ କେତେବେଳେ ସେବାୟତ ଖପ୍ପା ହେଉଛନ୍ତି, ନୀତିକାଢିରେ ଘଣ୍ଟାଘଣ୍ଟା ଧରି ବିଳମ୍ବ ହେଉଛି! ଆଉ କେତେବେଳେ ରକ୍ତ କିମ୍ବା ବାଢି ପଡ଼ିଗଲେ ୨ ଘଣ୍ଟା ଦର୍ଶନ ବନ୍ଦା ତା’ ଛଡ଼ା କିଛି ନିର୍ଦ୍ଦିଷ୍ଟ ନୀତିକାନ୍ତି ପାଇଁ ନିୟମିତ କିଛି ସମୟ ଦର୍ଶନ ବନ୍ଦ ଗଳୁଛି! ଏଣେ ଭିତରକାଠ ଦର୍ଶନ ସମୟ ମଧ୍ୟ କମ୍ କରି ଦିଆଯାଇଛି। ଏଣେ ପ୍ରୋଟୋକଲ୍ ଦର୍ଶନ ବ୍ୟବସ୍ଥାରେ ଘଳିଆ ପଡ଼ିଛି କେଉଁମାନେ ଲିଲିଆଇପି ବା କେଉଁମାନେ ଏହି ପ୍ରୋଟୋକଲ୍ ଦର୍ଶନ ସୁବିଧା ପାଇବେ ବ୍ୟବସ୍ଥା ନଥିବାରୁ ଅନେକ ଅଯୋଗ୍ୟ ବି ଫାଇଦା ନେଉଛନ୍ତି। ଯେଉଁଥିପାଇଁ ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ବ୍ୟାରିକେଡ୍ରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଉଥିବା ଭକ୍ତଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ବଢ଼ିବାରେ ଲାଗିଛି!ଗ୍ୟାମ୍ପ ବ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଦୀର୍ଘଦିନରୁ ଉଦ୍ଯମ କରୁଥିବା କହୁଛି ନାଟମଣ୍ଡପରେ ବ୍ୟବସ୍ଥା ବିବାଦୀୟ ହୋଇ ପଡ଼ିରହିଛି। ଯେଉଁ ତ୍ରୁଟି ପାଇଁ ଏହା ବ୍ୟବହାର ହୋଇପାରୁ ନଥିଲା, ତାହାକୁ ସଂଶୋଧନ ପାଇଁ ପରାମର୍ଶ ଦିଆଯାଇଛି। ହେଲେ ଏହା କେବେ ବ୍ୟବହାରଉପଯୋଗୀ ହେବ କାହାପାଖରେ ଖବର ନାହିଁ | ବରଂ କେତେଜ ବରିଷ୍ଠ ସେବାୟତ ଓ ବରିଷ୍ଠ ଅଧିକାରୀଙ୍କ ମତରେ ଏହା ନାଟମଣ୍ଡପରେ ବ୍ୟବହାର ଉପଯୋଗୀ ହୋଇ ପାରିବ ନାହିଁ। ଏଣେ ଶୃଙ୍ଖଳିତ ଦର୍ଶନ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ଚିନ୍ତାଫାଇଦା ଉଠାଉଛନ୍ତି! ଅନେକ ଅଯୋଗ୍ୟ ଲୋକଙ୍କୁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଉଛନ୍ତି। ଯେଉଁଥିପାଇଁ ବରିଷ୍ଠ ସେବାୟତମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ବିଶୃଙ୍ଖଳା ବଢ଼ିଛି! ନିକଟ ଅତୀତରେ ଏଭଳି ଏକଶୃଙ୍ଖଳିତ ହୋଇପାରୁନି ଦର୍ଶନ ବ୍ୟବସ୍ଥାଚିନ୍ତା ବଢ଼ାଇଲାଣି ‘ଟିଣ ଦର୍ଶନ’ପ୍ରୋଟୋକଲ୍ ବ୍ୟବସ୍ଥାରେ ବି ଘଳିଆବ୍ୟାରିକେଡ୍ରେ ବଢ଼ିଲାଣି ଯନ୍ତ୍ରଣାକରାଯାଇ ନାହିଁ । ଯଦି ଗ୍ୟାମ୍ପ ବ୍ୟବସ୍ଥା ବିଫଳ ହୁଏ ତେବେ ତେବେ କେମିତି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହେବ ସେ ନେଇ ଆଜି ପର୍ଯ୍ୟନ୍ତ ପରିଚାଳନା କମିଟି ମଧ୍ୟ କୌଣସି ଚିନ୍ତା କରିନାହିଁ।ଭିଆଇପି ବା ପ୍ରୋଟୋକଲ୍ ଦର୍ଶନ ପାଇବାକୁ କିଏ ଯୋଗ୍ୟ ସେ ନେଇ କୌଣସି ନିର୍ଦ୍ଦେଶାବଳୀ ନାହିଁ ଯେଉଁଥିପାଇଁ ଏହାର ଫାଇଦା ସବୁ ସ୍ତରର ଅଧିକାରୀ ନେଉଛନ୍ତି! ଜିଲ୍ଲା, ଜିଲ୍ଲା ବାହାରୁ ଆସୁଥିବା ଅଧିକାରୀଙ୍କ ସମ୍ପର୍କୀୟ ମଧ୍ୟ ଏହି ସୁବିଧା ପାଉଛନ୍ତି। ଏହାକୁ ଦେଖି ତଳସ୍ତରର କର୍ମଚାରୀପ୍ରୋଟୋକଲ୍ ଦର୍ଶନକୁ ନେଇ ନୀତି ପ୍ରଭାବିତ ହେବାରୁ ୩ ସେବାୟତଙ୍କୁ ନୋଟିସ୍ ହୋଇଛିସବୁଠାରୁ ବଡ଼ ଟେନ୍ସନ୍ ଦେଇଛି ‘ଟିଣ ଦର୍ଶନ’। ନାଟମଣ୍ଡପରେ ଭିଡ଼ ହୋଇଗଲେ ଆଉ ମହାପ୍ରଭୁଙ୍କୁ ଦେଖିହୁଏନାହିଁ। କେବଳ ଯେଉଁମାନେ ବାହାରକାଠକୁ ଲାଗି ଛିଡ଼ା ହୋଇଥାନ୍ତି ସେମାନେ ଦେଖନ୍ତି, ପଛ ଲୋକଙ୍କୁ ଦେଖାଯାଏନି। ଏଣୁ ଯେଉଁମାନେ ଟିକେ ଦର୍ଶନ କରିବାକୁ ଚାହାନ୍ତି ସେମାନଙ୍କୁ କେତେକ କର୍ମଚାରୀ ‘ଟିଣ’ ଉପରେ ଛିଡ଼ା କରି ଦର୍ଶନ କରାନ୍ତି। ସାଙ୍ଗରେ ସେମାନେ ଖାଲି ତେଲ ଟିଣ, କାଠ ସ୍କୁଲ୍ ଓ ପ୍ଲାଷ୍ଟିକ୍ବାଲ୍ଟି ଧରି ବୁଲୁଥାନ୍ତି ଯେଉଁମାନେ ଅନୁରୋଧ କରନ୍ତି କିଛି ପଇସା ବିନିମୟରେ ଏଭଳି ଦର୍ଶନ ସୁଯୋଗ ମିଳେ। ଏମାନେ ଯେତେବେଳେ ଏଭଳି ଟିଣ ଦର୍ଶନ କରନ୍ତି ପଛରେ ଛିଡ଼ା ହୋଇଥିବା ଭକ୍ତ କିଛି ଦେଖି ପାରେନାହିଁ । ଏଭଳି ଦର୍ଶନକୁ ଅଧିକାଂଶ ଭକ୍ତ ବିରୋଧ କରିଛନ୍ତି।କଥା ସାତପାହାଚ ନିକଟରେ ହୋଇଥିବା ବ୍ୟାରିକେଡ୍କୁ ମନଇଚ୍ଛା ବନ୍ଦ କରିଦିଆଯାଏ । ଏଣୁ ଧାଡ଼ିରେ ଯନ୍ତ୍ରଣା ବଢ଼ିଯାଏ। ଆଉ ଯଦି ସେହି ସମୟରେ ମହାସ୍ନାନ ହୁଏ ତେବେ କ ସରିଲା ଦେଢ଼ଘଣ୍ଟା କାଳ ପୁଣି ବାରିକେଡ୍ ଭିତରେ ଛିଡ଼ା ହେବାକୁ ହୁଏ। ଆ ଆଜି ଏଭଳି ଏକ ସ୍ଥିତି ହୋଇଥିଲା। ମହାକାନ ହାକାଳପଡ଼ାରୁ ଆସିଥିବା ଜ୍ଞାନେନ୍ଦ୍ର ମହାରଣା ମା କହିଛନ୍ତି, ‘ବ୍ୟାରିକେଡ୍ରେ ଘଣ୍ଟାଏ କାଳ କାଳ ଛିଡ଼ା ହେବା ପରେ ସିଂହଦ୍ଵାର ପର୍ଯ୍ୟନ୍ତ ପହଞ୍ଚିଥିଲୁ ସାଡ଼େ ୪ଟା ବେଳେ ବଡ଼ମହାସ୍ନାନ ହେବାରୁ ଆଉ ଦେଢ଼ଘଣ୍ଟା ଛିଡ଼ା ହେବାକୁ ପଡ଼ିଲା’କେବଳ ଆ ଆଜି ନୁହେଁ, ପ୍ରତ୍ୟେକ ॐ ଭିତରେ ଓ ପୁରୀବାସୀ ଏଭଳି ସ୍ଥିତି ହେଉଛି ଶ୍ରୀମନ୍ଦିର ଭିତ ବାହାରେ ଅସନ୍ତୋଷ ବଢୁଛି | ଏଣେ ପୁଷ୍ପ ସ୍ବତନ୍ତ୍ର ପ୍ରବେଶ ସୁବିଧା ମଧ୍ୟ ଦାବି କରୁଛନ୍ତି ଏ ସବୁର ତୁରନ୍ତ ସମାଧାନ ଆବଶ୍ୟକତା ଥିବା ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ବାହାର ରାଜ୍ୟରୁ ଆସୁଥିବା ଭକ୍ତ ମତ ଦେଇଛନ୍ତି।