ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ସିବିଆଇ ର ଚଢାଉ; ପିଏମ ମୋଦୀଙ୍କୁ କରୁଥିଲେ ବିରୋଧ

ନୂଆଦିଲ୍ଲୀ (ଏଜେନ୍ସି): ଦେଶର ସର୍ବବୃହତ ଅନୁସନ୍ଧାନକାରୀ ସଂସ୍ଥା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଆଜି ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘର ସମେତ 3୩୦ ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ଜମ୍ମୁ କାଶ୍ମୀରର ୟୁନିଅନ୍ ଟେରିଟୋରୀରେ କିରୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ଚୁକ୍ତି ସହ ଜଡିତ ଦୁର୍ନୀତି ମାମଲାରେ ସିବିଆଇ ଏହି ଚଢାଉ କରୁଛି।

Leave a Reply

Your email address will not be published. Required fields are marked *