ମସ୍କୋ ଉପରେ ୟୁକ୍ରେନର ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ

ମସ୍କୋ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ଏହା ଚରମ ସ୍ଥିତିରେ ପହଞ୍ଚିଛି। କ୍ରମାଗତ ଆକ୍ରମଣ ଯୋଗୁ ଉଭୟ ଦେଶ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ, ଖବର ଆସିଛି ଯେ ରୁଷିଆର ରାଜଧାନୀ ମସ୍କୋ ଉପରେ ୟୁକ୍ରେନ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ତେବେ ରୁଷିଆର ସେନା ସାହସର ସହିତ ଏହାର ମୁକାବିଲା କରି ଡ୍ରୋନ୍‌କୁ ଗୁଳି କରି ଖସାଇ ‌ଦେଇଛନ୍ତି ।

Leave a Reply

Your email address will not be published. Required fields are marked *