
ଭଞ୍ଜନଗର (ଓଡ଼ିଶା ଟୁଡେ) : କାଲି ରାଜ୍ୟ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଏକ ବୈଠକ ରବିବାର ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ହାଇଯାଇଛି। ପରିସରରେ ଅନୁଷ୍ଠିତ ହୋଇ ଏଥିରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟଅତିଥ୍ ରୂପେ ଯୋଗଦେଇ ଖବରଦାତାମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ଆଗାମୀ ଦିନରେ ସେମାନଙ୍କ ପାଇଁ ବୀମା ଅର୍ଥ ବୃଦ୍ଧି ଏବଂ ସମସ୍ତ ଖବରଦାତାଙ୍କୁ କିଭଳି ଭତ୍ତା ମିଳିବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି ବିଧାୟକ ବିଷୋୟୀ ରାଜ୍ୟ ସଭାପତି କୈଳାସ କହିଥିଲେ। ରା ଉପସଭାପତି କୀର୍ତ୍ତିଚନ୍ଦ୍ର ଅ ଚନ୍ଦ୍ର ନାୟକ, ଉପସମ୍ପଦକ ହେମାଙ୍ଗ ମାଙ୍ଗ ପ୍ରସାଦ ରାଉଳ, ଜିଲା ସଭାପତି ବିଶ୍ବନାଥ ମହାରଣା ଅତିଥ୍ କି ଭାବେ ଯୋଗଦେ |ଦେଇ ଖବରଦାତାମାନେ ଏକାଠି ହେଲେ ସେମାନ ନଙ୍କ ଦାବି ସହଜରେ ପୂରଣ ହୋଇପାରିବ। ସମ ମସ୍ତେ ଏକତାର ମନୋଭାବ ନେଇ ଆଗକୁ ବଢି ବଢିବା ପାଇଁ । ଆହ୍ୱାନ ଦେଇଥିଲେ। ଜିଲା ଉପସଭାପତି ରାଜ କିଶୋର ବିଷୋୟୀ ସ୍ବାଗତ ସୂଚନା ଓ ଇ ଏଲ. ସତିଶ ରେଡ୍ଡୀ ଧନ୍ୟବାଦ ଦେଇଥିଲେ ।