ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ: ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି। ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଗସ୍ତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଇ ମାର୍ଗଦର୍ଶନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଜନତା ମଇଦାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଛନ୍ତି। ଶୁକ୍ରବାର ପ୍ରବାସୀ ଭାରତୀୟ ଦିବସ…

ପୂର୍ବତନ ବିଜେପି ବିଧାୟକଙ୍କ ଘରେ ଆୟକର ଚଢ଼ାଉ, ଉଦ୍ଧାର ହେଲା କୋଟି କୋଟି ଟଙ୍କା

ଭୋପାଳ: ମଧ୍ୟପ୍ରଦେଶର ଜଣେ ପୂର୍ବତନ ବିଧାୟକଙ୍କ ଘରେ ଚଢାଉ ବେଳେ ୩ଟି କୁମ୍ଭୀର ଉଦ୍ଧାର ହୋଇଛି। ଆୟକର ବିଭାଗର ଅଧିକାରୀମାନେ ପୂର୍ବତନ…

ଆଉ କିଛି ଦିନ ପରେ ଆଳୁ ଦର କମିଯିବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ବର: ଅପେକ୍ଷା କରନ୍ତୁ, ଆଉ କିଛି ଦିନର ବ୍ୟବଧାନ ପରେ ଆଳୁ ଦର କମିଯିବ। ଏହା କହିଛନ୍ତି ଖାଦ୍ୟ ଓ ଯୋଗାଣ…

ବ୍ରାଉନ ସୁଗାର ବେପାର ମାଷ୍ଟର ମାଇଣ୍ଡ ରାଣୀ ମଲ୍ଲିକା ଓ ତାର ସହଯୋଗୀ ଗିରଫ

ଭୋଗରାଇ: ବ୍ରାଉନ ସୁଗାର ବେପାର ମାଷ୍ଟର ମାଇଣ୍ଡ ରାଣୀ ମଲ୍ଲିକା ଓ ତାର ସହଯୋଗୀ ଗିରଫ । ପଶ୍ଚିମବଙ୍ଗରୁ ଉଭୟଙ୍କୁ ଗିରଫ…

ପୋଲ ତଳକୁ ଖସିଲା ପିକନିକ୍ ବସ୍: ଚାଲିଗଲା ଜଣଙ୍କ ଜୀବନ

ରଣପୁର: ପିକନିକ କରିବାକୁ ନୟାଗଡ଼ ଜିଲ୍ଲା ଗୁଣ୍ଠୁଣୀ ଅଞ୍ଚଳରୁ କାଳିଜାଈ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ରଣପୁର…

ବିଶ୍ବ ମାନଚିତ୍ରରେ ଓଡ଼ିଶାର ପରିଚୟ ଆହୁରି ବଢ଼ିବ: ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ସମାରୋହ କେବଳ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ମୂଳ ପରିଚୟକୁ…

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୧୭ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଏଠାରେ ଆଜି ଉଦ୍‌ଘାଟନ ହୋଇଥିବା ପ୍ରବାସୀ ଭାରତୀୟ ଦିବସ…

ଲକ୍ଷ୍ମୀ ବସ୍‌ର ଲାଭ ଗ୍ରାମବାସୀଙ୍କୁ ମିଳୁନି

କୋରାପୁଟ: ଜିଲ୍ଲାର ୧୪ଟି ବ୍ଲକରେ ଚାଳିଛି ୪୬ଟି ଲକ୍ଷ୍ମୀ ବସ୍। ଗ୍ରାମବାସୀଙ୍କୁ ସୁଲଭମୂଲ୍ୟରେ ଏହି ବସ୍ ସେବା ଯୋଗାଇ ଦେବା ଲକ୍ଷ୍ୟରେ…