ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଡାଇ ଆମୋନିୟମ ଫସଫେଟ୍ (ଡିଏପି) ସାର ଉପରେ ସବସିଡି…
Author: Odisha Today Input
ସମବାୟ ମନ୍ତ୍ରଣାଳୟରେ ନେସନାଲ କୋପରେଟିଭ ଅର୍ଗାନିକ୍ ଲିମିଟେଡର ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟରେ ଜାତୀୟ ସମବାୟ…
ଜିମ୍ବାୱେରେ ମୃତ୍ୟୁଦଣ୍ଡ ରଦ୍ଦ: ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ
ହାରାରେ: ଜିମ୍ବାୱେ ଆନୁଷ୍ଠାନିକ ଭାବେ ମୃତ୍ୟୁଦଣ୍ଡକୁ ରଦ୍ଦ କରିଦେଇଛି। ରାଷ୍ଟ୍ରପତି ଏମର୍ସନ୍ ମନ୍ନାଗୱା ଏହି ଆଇନରେ ଦସ୍ତଖତ କରି ଏହାକୁ ଅନୁମୋଦନ…
ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା
ଭୁବନେଶ୍ବର: ଟୁରିଜିମ୍ ହବ୍ ହେବ ଓଡ଼ିଶା। ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା। ଏବେ ଓଡ଼ିଶା ୧୭…
ରାସ୍ତା ଏତେ ସହଜ ନୁହେଁ: ସରକାରଙ୍କ ପାଇଁ ମାଳମାଳ ଆହ୍ବାନ
ଭୁବନେଶ୍ବର: ବିଜେପି ସରକାରକୁ ୨୦୦ ଦିନ ପାର୍ ହୋଇଗଲାଣି। ବ୍ୟବସ୍ଥାକୁ ବୁଝିବା ନିମନ୍ତେ ଗୋଟିଏ ସରକାର ପାଇଁ ଏତିକି ସମୟ ଢେର୍।…
ମଧ୍ୟରାତ୍ରିରେ ଶିମିଳିପାଳ ଫେରିଲା ବାଘୁଣୀ ଜୀନତ
ବାରିପଦା: ମଧ୍ୟରାତ୍ରିରେ ଓଡ଼ିଶା ଫେରିଛି ବାଘୁଣୀ ଜୀନତ। ପ୍ରାୟ ୪୮ ଘଣ୍ଟା ଯାଏଁ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ଭିତରେ…
କ୍ଷମତାକୁ ଆସିଲେ ମମତାଙ୍କୁ ଜେଲ ପଠାଇବୁ : ଶୁଭେନ୍ଦୁ ଅଧିକାରୀ
କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଲେ ସନ୍ଦେଶଖାଲିରେ ହୋଇଥିବା ଅତ୍ୟାଚାରର ତଦନ୍ତ ପାଇଁ…