ଗଣେଶଙ୍କ ପାଦ ସ୍ପର୍ଶ କରିବାକୁ ଆସିଥିବା ଗରିବଙ୍କୁ ଗୋଇଠା ମାରିଲେ ଯୁବକ

ନୂଆଦିଲ୍ଲୀ: ଭଗବାନ ଗଣେଶଙ୍କ ଆଗମନ ହୋଇସାରିଛି। ସାରାଦେଶରେ ବାବା ଗଣେଶଙ୍କ ପୂଜାଅର୍ଚ୍ଚନା ଜାରି ରହିଛି। ସମସ୍ତସ୍ଥାନରେ ଗଣେଶଙ୍କୁ ଦେଖିବା ପାଇଁ ଭକ୍ତଙ୍କ…

ବିବାହ ବିଚ୍ଛେଦ ପରେ ‘ଡାଇଭର୍ସ’ ପରଫ୍ୟୁମ ଲଞ୍ଚ କଲେ ପ୍ରଧାନମନ୍ତ୍ରୀଙ୍କ କନ୍ୟା

ନୂଆଦିଲ୍ଲୀ: ଦୁବାଇର ଶାସକ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରାସିଦ ଅଲ ମକତୁମଙ୍କ ଝିଅ ଶେଖା…

ଏଭଳି ଚିନ୍ତା କରିବା ଅପରାଧ: ରାହୁଲଙ୍କ ସଂରକ୍ଷଣ ବିବୃତି ନେଇ ଚିରାଗଙ୍କ ଚେତାବନୀ

ପାଟନା:  ଆମେରିକାର ଜର୍ଜଟାଉନ ବିଶ୍ୱବିଦ୍ୟାଳୟରେ ଲୋକସଭାର ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଦେଇଥିବା ବିବୃତି ଉପରେ  ଏବେ ରାଜନୀତି ତୀବ୍ର ହେବାରେ…

ଟସର ଚାଷ’କୁ ପ୍ରୋତ୍ସାହନ: ସଶକ୍ତ ହେଉଛନ୍ତି ଚାଷୀ

କେନ୍ଦୁଝର: ଟସର ହେଉଛି ଏକ ଲାଭଜନକ ଚାଷ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଇ ଚାଷୀମାନଙ୍କ ଜୀବିକାକୁ ସୁଦୃଢ଼ କରାଯାଉଛି। ରାଜ୍ୟ…

ବନ୍ୟାଞ୍ଚଳକୁ ଚିକିତ୍ସା ପାଇଁ ଟ୍ରାକ୍ଟର ଯୋଗେ ଗଲେ ଡାକ୍ତରୀ ଟିମ୍‌

ମାଥିଲି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିବା ସହ ଚାରିଆଡେ ଜଳମଗ୍ନ ହୋଇଯାଇଛି। ଏଥିରେ ବିଶେଷ ଭାବେ…

ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର କୋରାପୁଟ ଓ ମାଲକାନଗିରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଶ୍ରୀ ମାଝୀ ସମଗ୍ର ଜିଲ୍ଲାରେ…

ପୁଣି ଗୃହରେ ଉଠିଲା ମମିତା ମେହେର ପ୍ରସଙ୍ଗ

ଭୁବନେଶ୍ବର: ପୁଣି ଗୃହରେ ଉଠିଲା ସ୍ବାମୀ ଲକ୍ଷ୍ମଣାନନ୍ଦ, ନବ ଦାସ ଓ ମମିତା ମେହେର ହତ୍ୟା ପ୍ରସଙ୍ଗ। ମମିତା ହତ୍ୟା ଅଭିଯୁକ୍ତ…

ପାଣିପାଗ ପରିବର୍ତ୍ତନ ବଢ଼ାଉଛି: ଶେଷ ସୁଯୋଗ ପର୍ଯ୍ୟଟନ

ସମ୍ପ୍ରତି ଜଳବାୟୁ ପରିବର୍ତ୍ତନର କୁପରିଣତି ଯୋଗୁଁ ବିଶ୍ବରେ ଅନବରତ ପାଣିପାଗ ସଂକ୍ରାନ୍ତ ଆଲୋଚନା ଜାରି ରହିଛି। କୌଣସି ସମ୍ଭାବ୍ୟ ଅଘଟଣରୁ ବର୍ତ୍ତିବା…

ମନ୍ଦିରଗୁଡ଼ିକରେ ମହିଳାଙ୍କ ଅସଦାଚରଣ ହେଉଛି : କଂଗ୍ରେସ ମୁଖପାତ୍ରଙ୍କ ବୟାନ

ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ରିତୁ ଚୌଧୁରୀ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ମନ୍ଦିରଗୁଡ଼ିକରେ ମହିଳାଙ୍କୁ ଅସଦାଚରଣ କରାଯାଉଛି। କନଟ…

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା: ରାଗିଲେ ପ୍ରଧାନବିଚାରପତି

ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କ‌ଲେଜ ଓ ହସ୍ପିଟାଲରେ ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଶୁଣାଣି ସମୟରେ ସୁପ୍ରିମକୋର୍ଟ…