Blog
୧୫ ପର୍ଯ୍ୟନ୍ତ ଜାରି ରହିବ କାଳବୈଶାଖୀ, ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଛି । ଆଜି ମଧ୍ୟ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଉତ୍ତର…
ଠାକୁରଙ୍କୁ ଛାଡିଲେନି ଦୁର୍ବୃତ୍ତ, ସାଇ ବାବାଙ୍କ ମୁକୁଟ ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
ହିଞ୍ଜିଳିକାଟୁ: ଠାକୁରଙ୍କୁ ଛାଡିଲେନି ଦୁର୍ବୃତ୍ତ। ହୁଣ୍ଡି ଭାଙ୍ଗି ଲୁଟି ନେଲେ ପ୍ରାୟ ୧ ଲକ୍ଷ ଟଙ୍କା । ସାଇ ବାବାଙ୍କ ମୁକୁଟ…
ବାଲିଅନ୍ତା ଘଟଣାରେ ବଡ଼ ଆକ୍ସନ; ସସପେଣ୍ଡ ହେଲେ ୪ ପୋଲିସ କର୍ମଚାରୀ ,ଦୁଇ ହୋମଗାର୍ଡଙ୍କୁ ଡିସ୍ ମିସ ନୋଟିସ୍
ଭୁବନେଶ୍ୱର : ବାଲିଅନ୍ତା ଲିଞ୍ଚିଂ ଘଟଣାରେ ବଡ଼ ଆକ୍ସନ । ୪ ପୋଲିସ ଅଧିକାରୀ ଏବଂ କର୍ମଚାରୀ ନିଲମ୍ବିତ । ନିଲମ୍ବିତଙ୍କ…
ଭଞ୍ଜନଗର ଠାରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଦ୍ଵିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ; ଭଞ୍ଜନଗର ପୌରାଧ୍ୟକ୍ଷ ହେଲେ ଗଞ୍ଜାମ ଶାଖାର ଉପଦେଷ୍ଟା
ଭଞ୍ଜନଗର ୧୦/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଥିବା ଶ୍ରୀ…
ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ପ୍ରବଳ ଜନ ସମାଗମ; ବର୍ଣାଳୀ ହୋତା ଙ୍କ ଗୀତରେ ଝୁମିଲେ ଦର୍ଶକ
ଭଞ୍ଜନଗର,୦୯ /୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଦିନକୁ…
ଯାଜପୁର ଜ଼ିଲ୍ଲା ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ଯାଜପୁର (ଅଭିମନ୍ୟୁ ମିଶ୍ର, ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ): ଯାଜପୁର ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣ ଆନୁକୂଲ୍ୟରେ ତା ୦୯/ ୦୫/୨୦୨…
ଲଷ୍ମୀମଣ୍ଡପ ଠାରେ ଶ୍ରୀମଦ୍ ଭାଗବତ କଥାଯଜ୍ଞ
କୋରାପୁଟ ୦୯/୦୫ (ପ୍ରଭାତ କୁମାର ସୁତାର, ଓଡ଼ିଶା ଟୁଡ଼େ) ଶ୍ରୀକୃଷ୍ଣ ଚୈତନ୍ଯ ମିଶନ୍ ର ଶାଖା, ସୁବାସ ନଗର , ସୁନାବେଡା-୩…
ଖରାରେ ଫେଲ ମାରିଲା ପ୍ରଶାସନ, ପାନୀୟ ଜଳ କେନ୍ଦ୍ର ପାଲଟିଲା ପ୍ରହସନ: ଏସି ରୁମ୍ ରେ ଅଧିକାରୀ ଖରାରେ ଛଟପଟ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ
ଚୌଦ୍ୱାର, (ଚୌଦ୍ୱାର ): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି। ଶ୍ରମିକମାନଙ୍କୁ ମଧ୍ୟ…
ପିଟି ପିଟି ଜିଆଦକୁ ମାରିଦେଲେ
ସୋରଡ଼ା ୦୯/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ…
ଗଞ୍ଜେଇ ଭର୍ତ୍ତି କାର ଜବତ, ଚାଳକ ଗିରଫ
ସୋରଡ଼ା ୦୯/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡା ଅବକାରୀ ଥାନା ଗଣିଛକ…