ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପଦକ ପ୍ରଦାନ ସମାରୋହ । ସେବାରେ ଥାଇ ବିଭିନ୍ନ…
Category: ମୁଖ୍ୟ ଖବର
ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, କହିଲେ ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ
ଭୁବନେଶ୍ୱର : ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ସାରା ଦେଶରେ ସ୍ବାଧୀନତା ଦିବସର ଆନନ୍ଦ ଉତ୍ସାହ । ଭୁବନେଶ୍ବର…
ଯୁବକମାନଙ୍କୁ କିପରି ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଯୋଜନାର ନିୟମ
ନୂଆଦିଲ୍ଲୀ: ଆଜି ଦେଶରେ ୭୯ ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ସମସ୍ତ ଦେଶବାସୀ ଦେଶପ୍ରେମର ରଙ୍ଗରେ ରଙ୍ଗିତ। ପ୍ରତିବର୍ଷ ପରି…
ଲାଲକିଲ୍ଲାରୁ ଅପରେସନ ସିନ୍ଦୂର ନେଇ ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ବୀର ଯବନାଙ୍କୁ କଲେ ସାଲ୍ୟୁଟ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରୁଛନ୍ତି । ସେ ଆତଙ୍କବାଦୀମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ଯଦି ଶତ୍ରୁମାନେ…
ଭୁବନେଶ୍ବରରେ ‘ନିଶାମୁକ୍ତ ଭାରତ ଅଭିଯାନ’
ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଅଗଷ୍ଟ ୧୫-୧୬ ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ ପାଳନ କରାଯାଉଛି। ଏହି କ୍ରମରେ…
ଅଷ୍ଟାଦଶ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଏବଂ ନଭୋବିଦ୍ୟା ବିଜ୍ଞାନ ଅଲମ୍ପିଆଡକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଷ୍ଟାଦଶ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଏବଂ ନଭୋବିଦ୍ୟା ବିଜ୍ଞାନ (ଆଷ୍ଟ୍ରୋନୋମି ଏବଂ…
ରାଜ୍ୟ ସରକାରଙ୍କ ଚିଠି; ‘ହରିଜନ’ ବଦଳରେ ବ୍ୟବହାର ହେବ ‘ଅନୁସୂଚିତ ଜାତି’ ଶବ୍ଦ –
ଭୁବନେଶ୍ବର: ଓଡିଶା ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ସରକାରୀ କାଗଜପତ୍ରରେ ବ୍ୟବହାର ହେବ ନାହିଁ ‘ହରିଜନ’…
ଓଡିଶା ପାଇଁ ବଡ ଖବର: ୪,୬୦୦ କୋଟି ଟଙ୍କା ବ୍ୟୟରେ ତିନି ରାଜ୍ୟରେ ହେବ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧୀନରେ ଆଉ ଚାରୋଟି…
ବ୍ୟାଙ୍କ ଖାତାର ସର୍ବନିମ୍ନ ଜମା ରାଶି ବୃଦ୍ଧି କଲେ ଘରୋଇ ବ୍ୟାଙ୍କ, ସର୍ବାଧିକ ଆଇସିଆଇସିଆଇ
ନୂଆଦିଲ୍ଲୀ: କେତେକ ଭାରତୀୟ ବ୍ୟାଙ୍କ ସେମାନଙ୍କ ସେଭିଙ୍ଗସ ବ୍ୟାଙ୍କ ଖାତା ଜମା ରାଶି ବୃଦ୍ଧି କରିଛନ୍ତି। ଯାହାକି ସାଧାରଣ ଗ୍ରାହକଙ୍କୁ ବଡ…
ପୁଣି 476 ଟି ରାଜନୈତିକ ଦଳ ନିର୍ବାଚନ କମିଶନ ତାଲିକାରୁ ହଟିବେ, ପକ୍ରିୟା ଆରମ୍ଭ
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (ECI) ଦେଶରେ କେତେକ ସ୍ବୀକୃତ ପ୍ରାପ୍ତ ଦଳକୁ ତାଲିକାରୁ ହଟାଇବା ପାଇଁ ପଦକ୍ଷେପ ଆରମ୍ଭ କରିଛି।…