ଧନୁ ସଂକ୍ରାନ୍ତି: ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ: ପବିତ୍ର ଧନୁ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ସ୍ବତନ୍ତ୍ର ଚୁଲିରେ ଏହି ଭୋଗ…

ଦିବ୍ୟାଙ୍ଗ ଚାହାନ୍ତି ସମ୍ମାନର ସହିତ ବଞ୍ଚିବାର ଅଧିକାର: ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଦିବ୍ୟାଙ୍ଗମାନେ କାହାରି ଦୟାର ପାତ୍ର ହୋଇ ରହିବାକୁ ଚାହାନ୍ତି ନାହିଁ। ସେମା‌ନେ ଚାହାନ୍ତି ସମ୍ମାନର ସହିତ ବଞ୍ଚିବାର ଅଧିକାର। ସେମାନଙ୍କୁ…

ରାତ୍ରି ତାପମାତ୍ରା: ରାଜ୍ୟରେ ୧୦ଡ଼ିଗ୍ରି ତଳେ ୮ ସହର, ଆହୁରି କଲବଲ କରିବ ଶୀତ

ଭୁବନେଶ୍ବର: ପ୍ରବଳ ଶୀତରେ ସାରା ଓଡ଼ିଶା ଥରୁଛି। ବଣ, ପାହାଡ଼ ଘେରା ଅଞ୍ଚଳର ଲୋକେ ଅଧିକ ହନ୍ତସନ୍ତ ହେଉଛନ୍ତି। ସୂର୍ଯ୍ୟ ଉଦୟ…

ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ୱେଲନେସ୍‌ ସେଂଟର: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ଥିବ ହେଲ୍‌ଥ ଆଣ୍ଡ ୱେଲନେସ ସେଣ୍ଟର ଖୋଲାଯିବ। ନ୍ୟାସନାଲ ଡାଏଲିସିସ ମିସନ ଅଧୀନରେ…

୨୦୨୩ ବ୍ୟାଚ୍‌ର ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର

ଭୁବନେଶ୍ବର: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ବିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ…

ଦୀପ ଜାଳିବା ବେଳେ ଅଘଟଣ: ଘଟଗାଁ ତାରିଣୀ ମନ୍ଦିରରେ ନିଆଁ ଲାଗି ମହିଳା ଗୁରୁତର

କେନ୍ଦୁଝର: ଦୀପ ନିଆଁରେ ଜଣେ ମହିଳା ଶ୍ରଦ୍ଧାଳୁ ଜଳି ଯାଇଛନ୍ତି। ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରରେ ଆଜି ଅପରାହ୍‌ଣରେ ଏହି ଅଘଟଣ…

ଖୁବ୍‌ଶୀଘ୍ର ଆସିବ ନୂଆ ରାଜସ୍ବ ଆଇନ: ମନ୍ତ୍ରୀ

ସମ୍ବଲପୁର: ଓଡ଼ିଶାର ରାଜସ୍ବ ବିଭାଗରେ ବ୍ୟାପକ ସଂସ୍କାର ଅଣାଯିବ। ରାଜ୍ୟରେ ନୂଆ ରାଜସ୍ବ ଆଇନ୍ ଆସିବ। ଆଇନରେ ଥିବା ‘ରିଲିଫ୍‌’ ଶବ୍ଦ…

ହୋଟେଲରେ ସରକାରଙ୍କ ଆଳୁ ମିସନ୍‌: ବଜାରରେ ବିକ୍ରି ହେଉଛି ବସ୍ତା ବସ୍ତା ବିହନ

ବଲାଙ୍ଗୀର/ଦେଓଗାଁ: ରାଜ୍ୟରେ ଆଳୁ ସଂକଟ ବର୍ଷର ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଆଳୁ ଅଭାବ ଦୂର ସହ ଦର ହ୍ରାସ ପାଇଁ…

ଓଡ଼ିଆ ଜାତିର ସ୍ବାଭିମାନ ପାଇଁ ପଣ୍ଡିତ ନୀଳମଣିଙ୍କ ସଂଘର୍ଷ ଅବିସ୍ମରଣୀୟ: ବିଶ୍ବଭୂଷଣ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଅବଦାନ ଅବିସ୍ମରଣୀୟ। ସେ ଓଡ଼ିଆ ଜାତିର ସ୍ବାଭିମାନକୁ…

ମାଲକାନଗିରିରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା: ୪ହଜାର କୋଟି ନିବେଶ, ୨ ହଜାର ନିଯୁକ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସିମେଣ୍ଟ କାରଖାନା ପାଇଁ ୪ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ପ୍ରାୟ ୨ହଜାର ନୂଆ ନିଯୁକ୍ତି…