ଟ୍ରକ୍‌ ଡ୍ରାଇଭର୍‌ରୁ ପାଲଟିଗଲେ କୋଟିପତି; ଭାଗ୍ୟ ବଦଳାଇଲା ୟୁଟ୍ୟୁବ୍‌

ନୂଆଦିଲ୍ଳୀ :  ଇଂରାଜୀରେ ଗୋଟିଏ କଥା ଅଛି ‘ନେଭର ଗିଭ୍ ଅପ୍’ । ଏହା କହିବାର ଅର୍ଥ ହେଉଛି ଜୀବନରେ କେବେବି ହାର ମାନନ୍ତୁ ନାହିଁ । ମଣିଷର ବୟସ ବଢିବା ସାଙ୍ଗେ ସାଙ୍ଗେ ନିଜ ଭିତରେ ଥିବା ଆତ୍ମବିଶ୍ୱସବି କମିବାରେ ଲାଗିଥାଏ । ବୟସ ବଢିବା ସାଙ୍ଗକୁ କିଛି କରିବାର ଇଚ୍ଛାଶକ୍ତି ମଧ୍ୟ ମରିଯାଇଥାଏ । କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହା ସମାଜ ପାଇଁ, ଖାସ କରି ଯୁବପୀଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

Leave a Reply

Your email address will not be published. Required fields are marked *