୨୦୨୫ ହେବ ‘ସୁଭଦ୍ରା’ ଯୋଜନାର ବର୍ଷ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ୨୦୨୫ ‘ସୁଭଦ୍ରା’ ଯୋଜନାର ବର୍ଷ ହେବ। ୨୦୨୫ରେ ଯୋଗ୍ୟ ମହିଳାମାନଙ୍କୁ ୩ ଥର ଯୋଗ୍ୟ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନା ଟଙ୍କା ଦିଆଯିବ। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ ଆହୁରି କହିଛନ୍ତି, ଜାନୁଆରି ମାସରେ ‘ସୁଭଦ୍ରା’ ଯୋଜନାର ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ମାର୍ଚ୍ଚ ମାସ ୮ ତାରିଖରେ ଯୋଗ୍ୟ ମହିଳାମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଠିକ୍ ସେହିପରି ରକ୍ଷାବନ୍ଧନ ଅବସରରେ ବି ମିଳିବ ଯୋଗ୍ୟ ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନା ଟଙ୍କା।ଜାନୁଆରି ମାସରେ ‘ସୁଭଦ୍ରା’ ଯୋଜନାର ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ମାର୍ଚ୍ଚ ମାସ ୮ ତାରିଖରେ ଯୋଗ୍ୟ ମହିଳାମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଠିକ୍ ସେହିପରି ରକ୍ଷାବନ୍ଧନ ଅବସରରେ ବି ମିଳିବ ଯୋଗ୍ୟ ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନା ଟଙ୍କା।ସେ ଆହୁରି କହିଛନ୍ତି, ଜାନୁଆରି ପ୍ରଥମ ସପ୍ତାହରେ ପୂରା ସର୍ଭେ ସରିବ। ଆଜି ଫିଲ୍ଡ ରିପୋର୍ଟ ଆସିବ। ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। ଜାନୁଆରି ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ। କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ। ଆମେ ସମୟ ଏଥିପାଇଁ ନେଉଛୁ କି ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ। ଯେମିତି କେହି ବଞ୍ଚିତ ନ ହୁଅନ୍ତି, ତାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା ।

Leave a Reply

Your email address will not be published. Required fields are marked *