ଭଞ୍ଜନଗର : ୧୨ଫୁଟିଆ ଅହିରାଜ ସାପ ଉଦ୍ଧାର

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ) : ଭଞ୍ଜନଗର ବ୍ଳକ ଟୋକାଗଣ୍ଡା ଗ୍ରାମରୁ ମଙ୍ଗଳବାର ପୂର୍ବାହ୍ନରେ ଏକ ୧୨ ଫୁଟିଆ ଅହିରାଜ ସାପ ଉଦ୍ଧାର ହୋଇଛି। ଗ୍ରାମର ହସ୍ତିସାହିର ଜଣକ ଘର ଭିତରେ ଏହି ବିଷଧର ସାପ ରହିଥିବା ଜଣାପଡିବା ପରେ ବନ ବିଭାଗ କର୍ମଚାରୀ ସଞ୍ଜୟ ସ୍ବାଇଁ ଓ ଭୀକାରି ବିଷୋୟୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ।

Leave a Reply

Your email address will not be published. Required fields are marked *