
ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ) : ଭଞ୍ଜନଗର ମରାଠୀ ସାହି ରେ ଏକ ପାଳ ଗଦାରୁ ହଟାତ ନିଆଁ ବାହାରିଥିଲା।ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଦିନ ହୋଇଥିବା ରୁ ସମସ୍ତେ ସଙ୍ଗେ ସଙ୍ଗେ ସଜାଗ ହୋଇଯାଇଥିଲେ ଏବଂ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପଂହଁଚି ନିଆକୁ ଆୟତ କରିଥିଲେ। ଏଥିରେ କାହାର କିଛି ମଧ୍ୟ ନଷ୍ଟ ହୋଇନାହିଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ଜଣାପଡିଛି। ଯଦି କେହି ନିଆଁ ଲଗାଇଥିବା ଜଣାପଡେ ତେବେ ତାଙ୍କୁ ପୋଲିସ ରେ ଦିଆଯିବ ବୋଲି ସାହି ବାସିନ୍ଧା କହିଛନ୍ତି ।