
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : କାର୍ଯ୍ୟକ୍ରମ ଭଞ୍ଜନଗର ସହରସ୍ଥିତ ଆର ଏମସି ହଲ ରେ ଆୟୋଜିତ ହେଲା। ଏହି ସଭାରେ ଭଞ୍ଜନଗର ବିଦୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ତପନ କୁମାର ସୁଆର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭଞ୍ଜନଗର ଡିଭିଜନ ର ସବୁ ପ୍ରାନ୍ତ ରୁ ବହୁ କର୍ମଚାରୀ ଯୋଗ ଦେଇଥିଲେ। ସୁରକ୍ଷା ମାସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତା ରେ କୃତୀ କର୍ମଚାରୀ ଙ୍କୁ ପୁରସ୍କୁତ କରାଯଇଥିଲା.ସମସ୍ତ କର୍ମଚାରୀ ମାନେ କିଭଳି ସୁରକ୍ଷିତ ଭାବେ କାର୍ଯ୍ୟ କରି ଉପଭୋକ୍ତା ମାନଙ୍କୁ ବିଦୂତ ସେବା ଯୋଗାଇବେ ତା ଉପରେ ମଂଚାସୀନ ଅଥିତି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଭଞ୍ଜନଗର ମଣ୍ଡଳ ସୁରକ୍ଷା ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ସେଠି ପରିଚାଳନା କରିଥିଲେ ।