କଳାହାଣ୍ଡି : କାହାର ଛତ୍ର ଛାୟାରେ ଲଇତରା ଓ ସିରୁଲ ଗ୍ରାମ ପଞ୍ଚାୟତ ଦାଇତ୍ୱ ରେ ଥିବା ଦୁର୍ନୀତି ଗ୍ରସ୍ତ କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ବେହେରା

କଳାହାଣ୍ଡି : (କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପର୍ଶୁରାମ ସିନ୍ଦୁର ଙ୍କ ରିପୋର୍ଟ ଓଡିଶା ଟୁଡ଼େ): କେସିଙ୍ଗା ବ୍ଲକ ଅଧିନସ୍ଥ ଲଇତରା ଓ ସିରୁଲ ଗ୍ରାମ ପଞ୍ଚାୟତ ଦାଇତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ବେହେରା ଉନ୍ନୟନ କାମରେ ଅନିୟମିତତା ହେଉଁଥିବା ଅଭିଯୋଗ ହୋଇଅଛି , ସେ ନିଜକୁ ସଚୋଟ ଭଦ୍ର ବ୍ୟକ୍ତି ବଲାଉଥିବା ଅସାଧୁ ଭଣ୍ଡ କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ବେହେରା ଏଠାରେ ସୂଚନା ଯୋଗ୍ୟଯେ ସିରୁଲ ପଞ୍ଚାୟତ ଅନ୍ତର୍ଗତ ପୋଡ଼ଖମ ମୌଜାର ଖାତା ନମ୍ବର 219 ପ୍ଲଟ ନମ୍ବର 806 ପତ୍ରସଂଖ୍ୟା 10668, 26/06/2019 PR. DW ବିଭାଗ ଦ୍ଵାରା ଶସ୍ୟ ଖଳା ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ 7,32,000 ଟଙ୍କା ମଞ୍ଜୁରୀ ହେଇଥିଲା ପ୍ରସ୍ତାବିତ ପ୍ଲଟ ରେ କାମ ନ ହୋଇ ଦ୍ୱିତୀୟ ଥର ସିରୁଲ ଗ୍ରାମ ଖାତା ନମ୍ବର 27 ପ୍ଲଟ ନମ୍ବର 427 ଓ ତୃତୀୟ ଥର ଖାତା ନମ୍ବର 277 ପ୍ଲଟ ନମ୍ବର 405 C.D.P.T.F କମିଟି ବିନା ଅଡର ରେ ମନଇଛା ନିଜ ସୁଭିଧା ପାଇଁ ମଞ୍ଜୁର ନଥିବା ପ୍ଲଟ ରେ ଉନ୍ନୟନ ଖଳା କାମ କାହିଁକି ତିଆରି ହଉଛି ସେହିପରି ଲଇତରା ଗ୍ରାମ ପଞ୍ଚାୟତ ଡେଣ୍ଡୋଗୁଡା ଖାତା ନମ୍ବର 224 ପ୍ଲଟ ନମ୍ବର 943 ଅଡର ତାରିଖ 03/12/2021, 7,32,000 ଟଙ୍କା C.D.P.T.F କମିଟି ଦ୍ଵାରା ମଞ୍ଜୁରୀ ହେଇ ଥିଲା କିନ୍ତୁ କନିଷ୍ଠ ଯନ୍ତ୍ରୀ ନିଜେ ମନମାନି କରି ଉନ୍ନୟନ ଖଳା କାମକୁ ଖାତା ନମ୍ବର 223 ପ୍ଲଟ ନମ୍ବର1489 ବସ୍ତି ଯୋଗ୍ୟ ପ୍ଲଟରେ କନିଷ୍ଠ ଯନ୍ତ୍ରୀ ମନମାନି କରୁଥିବା ଅଭିଯୋଗ ହେଉଅଛି ଉକ୍ତ ପ୍ଲଟ ଗରିବ ନିରୀହ ଭୂମିହୀନ ମାନଙ୍କ ପାଇଁ ଉଦିଷ୍ଟ, କନିଷ୍ଠ ଯନ୍ତ୍ରୀ କେଉଁ ଉଦେଶ୍ୟରେ C.D.P.T.F କମିଟି ବିନା ଅନୁମତିରେ ନିଜ ଇଛା ମୁତାବକ ଜାଗା ନିର୍ଦ୍ଧାରିତ କରି ଉନ୍ନୟନ ଟଙ୍କା ହଡପ କରିବା ପାଇଁ ପ୍ରୟାସ କରୁଛନ୍ତି ଅନୁମୋଦିତ ପ୍ରସ୍ତାବିତ ସ୍ଥାନରେ ଖଳା ନିର୍ମାଣ ନକରି ଏଣେ ତେଣେ ଭଣ୍ଡାଇ ହେଉଁ ଥିବାରୁ ଲୋକଙ୍କ ମନରେ ସନ୍ଦେହ ଜାତ ହେଉଛି ଯଦି ପ୍ରସ୍ତାବିତ ସ୍ଥାନରେ ନ ହୁଏ ତା ହେଲେ ଆନ୍ଦୋଳନ ହେବ ବଲି ଚର୍ଚ୍ଚା ହଉଛି ଦେଖି ବାକୁ ବାକି ରହିଲା ପ୍ରଶାସନ କେବେ ଦୃଷ୍ଟି ଦେବ ସରକାର ନାରା ଦେଇଥିବା ବିକଶିତ ଗ୍ରାମ ବିକଶିତ ଓଡିଶା ନାରା କେବେ ନିରୀହ ଲୋକଙ୍କ ପାଇଁ କାମରେ ଆସିବ ।

Leave a Reply

Your email address will not be published. Required fields are marked *