ଭଞ୍ଜନଗର ଓଷ୍ଟା ର ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର :-୧୫/୧୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ…

ରାଜନୀତି ଛାଡ଼ିଲେ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ, ପରିବାର ସହ ତୁଟାଇଲେ ସମସ୍ତ ସଂପର୍କ

ବିହାର : ବିହାର ବିଧାନସଭା ନିର୍ବାଚନ ହାରିବା ପରେ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ।…

ଏଲିଟ ଅଲରାଉଣ୍ଡର୍ସ କ୍ଳବରେ ରବୀନ୍ଦ୍ର ଜାଡେଜା, ୪ ହଜାର ରନ ସହ ୩୦୦ରୁ ଅଧିକ ୱିକେଟ ହାସଲ

ମୁମ୍ବାଇ : ଏଲିଟ ଅଲରାଉଣ୍ଡର୍ସ କ୍ଳବରେ ରବୀନ୍ଦ୍ର ଜାଡେଜା । ଟେଷ୍ଟ କ୍ରିକେଟରେ ୪ ହଜାର ରନ ପୂରଣ ସହ ୩୦୦ରୁ…

ଚାର୍ଜ ବସାଇ କଥା ହେବା ବେଳେ ମୋବାଇଲ ବିସ୍ଫୋରଣ, ହାତ ପାପୁଲି ନଷ୍ଟ

ବାରିପଦା : ହାତରେ ଫାଟିଲା ମୋବାଇଲ, ଯୁବକ ଗୁରୁତର । ନଷ୍ଟ ହେଲା ଯୁବକଙ୍କ ପାପୁଲି । ଏମିତି ଏକ ଅଘଟଣ…

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

ନୂଆଦିଲ୍ଲୀ: ଡ୍ରଗ୍ସ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ…

କଣ୍ଟେନରରେ ଗୋରୁ ଚାଲାଣ ବେଳେ ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

ରେଢ଼ାଖୋଲ:ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମଭୋଇ ଛକ ନିକଟରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ବେଳେ ଏକ କଣ୍ଟେନର ଗାଡ଼ିକୁ ସ୍ଥାନୀୟ…

କାଶ୍ମୀରର ନୌଗାମ ବିସ୍ଫୋରଣରେ ନଅ ଜଣଙ୍କ ମୃତ୍ୟୁ, କାରଣ କହିଲା କହିଲା ଗୃହ ମନ୍ତ୍ରଣାଳୟ?

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଜମ୍ମୁ ଓ କାଶ୍ମୀରର ନୌଗାମ ପୋଲିସ ଷ୍ଟେସନ ପରିସରରେ ଏକ ବିସ୍ଫୋରଣ ଘଟିଥିଲା, ଯେତେବେଳେ ପୋଲିସ ଫରିଦାବାଦରେ…

୧୬ ଖେଳାଳିଙ୍କୁ ରଖିଲା CSK: ପଥିରଣା ସମେତ ୯ ଖେଳାଳି ହେଲେ ମୁକ୍ତ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: IPL-୨୦୨୬ ନିଲାମ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ ମୋଟ ୯ ଜଣ ଖେଳାଳିଙ୍କୁ ମୁକ୍ତ କରିଛି ଏବଂ ୧୬ ଜଣଙ୍କୁ…

୧୯୫୪ କୋଟି ମୂଲ୍ୟର ପ୍ରକଳ୍ପ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିର୍ସା ମୁଣ୍ଡା ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଭାରତ ଇତିହାସରେ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି। ଇଂରେଜ ଶାସନ…

ସଂସଦ ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି 

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦ ପରିସରରେ…