
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସହ ହୋଲି ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ ।ଡିଜିପି ୱାଇବି ଖୁରାନିଆ, ପୁଲିସ କମିସନର ସୁରେଶ ଦେବ ଦତ୍ତ ସିଂହ ଏବଂ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଡିଜିପି ୱାଇବି ଖୁରାନିଆ, ପୁଲିସ କମିସନର ସୁରେଶ ଦେବ ଦତ୍ତ ସିଂହ ଏବଂ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।