ପୁରୀ : ଦାଦାବଟି ଆଦାୟ ମାମଲାରେ ୨ ଗିରଫ

ପୁରା (ବଳରାମ ତ୍ରିପାଠୀ, ଓଡ଼ିଶା ଟୁଡେ): ଦାଦାବଟି ଆଦାୟ ମାମଲାରେ ଗରନ ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଉଭୟ ହେଲେ ଜଗନ୍ନାଥ ବଲ୍ଲଭରେ ରହୁଥିବା ସତ୍ୟବାଦୀ ଥାନା ଅଧୀନ ସୁକଳର ରଞ୍ଜନ ପ୍ରଧାନ ଓରଫ ଗେଡ଼ା(୨୭) ଓ ଅଳଗୁମ ମାଳିସାହିର ପର୍ଶୁ ରାମ ସାହୁ ଓରଫ ପବି(୪୫)। ଦୁହିଁଙ୍କଠାରୁ 96 ଲୁହା ଡବତ କରଯାଇଛି। ସେମାନେ ବୁଧବାର ପୂର୍ବାହ୍ଣ ୧୧ଟ ୧୧ଟା ୧୫ରେ ନ ନରେନ୍ଦ୍ର କୋଣ ଅଞ୍ଚଳରେ ଯାତ୍ରୀ ଓ ଗାଡ଼ି ଚାଳକଙ୍କଠାରୁ ଦାଦାବଟି ଆଦାୟ କରୁଥିବା ବେଳେ ଧରାପଡ଼ିଥିବା କହିଛନ୍ତି ଆଇଆଇସି ଗୋକୁଳ ରଞ୍ଜନ ଦାସ । ଅପରାହ୍ନରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *