
କଳାହାଣ୍ଡି( ପର୍ଶୁରାମ ସିନ୍ଦୁର, କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଓଡିଶା ଟୁଡ଼େ): କଲାହାଣ୍ଡି ଜିଲ୍ଲା D. S. W. ଅଫିସ ରେ ଅଙ୍ଗନ୍ ୱାଡ଼ି ସୁପର ଭାଇଜର ପଦୋନ୍ନତି ଦେବାରେ ରେ ମହାର୍ଦୁନିତି ଖୋର ଅଧିକାରିଣୀ D S W ମେଡମ୍ ମୁଜିବୁନ୍ ନିଶା ସମସ୍ତ ୧୪ ଗୋଟି ଆଇ ସି ଡ଼ି ଏସ କାର୍ଯ୍ୟାଳୟ ଥିବା ବେଳେ ପ୍ରତ୍ୟେକ ସମ୍ମନିତ ଶିଶୁ ବିକାଶ କାର୍ଯ୍ୟାଳୟ ରେ ଅଙ୍ଗନ୍ ୱାଡି ସୁପର ଭାଇଜର ପୋଷ୍ଟ ୧୪ ଟି ଆଇ .ସି . ଡି ଏସ୍ .ରେ ହାରା ହରି ୯୫ ଗୋଟି ଅଙ୍ଗନ୍ ୱାଡ଼ି ସୁପର ଭାଇଜର ପୋଷ୍ଟ କଳାହାଣ୍ଡି ଜିଲ୍ଲା ରେ ଅଛି ସେଥି ମଧ୍ୟରୁ ୧୪ ଟି ଆଇ ସି ଡ଼ି ଏସ ଅଫିସ ରେ ୫୩ ଟି ଅଙ୍ଗନ୍ ୱାଡ଼ି ସୁପର ଭାଇଜର ପୋଷ୍ଟ ଏବେ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ରେ ଖାଲି ପଡ଼ିଛି ସର୍ବ ମୋଟ୯୫ ଗୋଟି ପୋଷ୍ଟ ଅଛି ସେଥି ମଧ୍ୟରୁ ଜୁନାଗଡ ଆଇ ସି ଡ଼ି ଏସ ଅଫିସ ରେ ୧୦ ଜଣ ସୁପର ଭାଇଜର ରହିବା କଥା ମାତ୍ର ୨ ଜଣ ସୁପର ଭାଇଜର କାମ କରୁଛନ୍ତି ସେହି ପରି କୋକସରା ଆଇ ସି ଡ଼ି ଏସ ଅଫିସ ରେ ୮ ଜଣ ରହିବା କଥା ୨ ଜଣ ଅଛନ୍ତି ସେହି ପରି ଗୋଲାମୁଣ୍ଡା ୭ ଜଣ ରହିବା କଥା ୪ ଜଣ ଛନ୍ତିଏବଂ ଭବାନୀପାଟଣା ସଦର ଆଇ ସି ଡ଼ି ଏସ ରେ ୧୦ ଜଣ ରୁ ୩ ଜଣ ଅଛନ୍ତି ଅରବାନ୍ ରେ ୩ ଜଣ ରୁ୨ ଜଣ ଅଛନ୍ତି ଧର୍ମଗଡ ରେ ୮ ଜଣ ରୁ ୪ ଜଣ ଅଛନ୍ତି ସେହି ପରି ଲାଞ୍ଜିଗଡ଼ ଆଇ ସି ଡ଼ି ଏସ ରେ ୮ ଜଣ ରହିବା କଥା ୪ ଜଣ ଅଛନ୍ତି ସେହି ପରି କର୍ଲାମୁଣ୍ଡା ଆଇ ସି ଡ଼ି ଏସ ରେ ୩ ଜଣ ରୁ ୧ ଜଣ ଅଛନ୍ତି ସେହି ପରି ଥୁଆମୂଲ ରାମପୁର ଆଇ ସି ଡ଼ି ଏସ ରେ ୭ ଜଣ ରୁ ୪ ଜଣ ଅଛନ୍ତି ସେହିପରି ନର୍ଲା ଆଇ ସି ଡ଼ି ଏସ ରେ ୭ ଜଣ ରୁ ୩ ଜଣ ଅଛନ୍ତିଏବଂ ଜୟପାଟଣା ଆଇ ସି ଡ଼ି ଏସ ରେ ୭ ଜଣ ଅଙ୍ଗନ୍ ୱାଡ଼ି ସୁପର ଭାଇଜର ଥିବା କଥା କିନ୍ତୁ ୪ ଜଣ ଅଛନ୍ତି ସେହିପରି କେସିଙ୍ଗା ଆଇ ସି ଡି ଏସ ଅଫିସ ରେ ୮ ଜଣ ରୁ ୪ ଅଛନ୍ତି ସେହିପରି କଲମପୁର ରେ ୩ ଜଣ ରୁ ୨ ଜଣ ଅଛନ୍ତି କଳାହାଣ୍ଡି ଜିଲ୍ଲା ପାଳ ଙ୍କ Order No. 2068 ତାରିଖ -15-11-2021 ମସିହା ରେ ୩୬ଜଣ ଅଙ୍ଗନୱାଡି କର୍ମୀ ଙ୍କୁ ଡି.ଏସ୍.ଡବ୍ଳୁ ଅଫିସ୍ କୁ ଡାକି ସୁପରଭାଇଜର ପଦୋନ୍ନତି ଦେବାପାଇଁ ସେହି ୩୬ଜଣ ଅଙ୍ଗନୱାଡି କର୍ମୀ ଙ୍କୁ ଡାକିଥିଲେ ସରକାର ଙ୍କ କେଉଁ ଗାଇଡ ଲାଇନ ହିସାବରେ 2021- ମସିହାଗ୍ରେଡେସନ୍ ତାଲିକା ପ୍ରସ୍ତୁତ କରାଯାଇ ଥିଲା ଓ 2O25 – ମସିହା ଗ୍ରେଡେସନ୍ ତାଲିକା ସରକାର ଙ୍କ କେଉ ଗାଇଡ ଲାଇନ ରେ ବାନା ଜାଇ ଅଛି ଏବଂ ସେହି 36 ଜଣ ସ୍ଥାନ ପାଇ ନ ଥିବା ଅଙ୍ଗନୱାଡି କର୍ମୀ ଗଲେ କୁଆଡେ ୨୦୨୫- ମସିହା ରେ ଜିଲ୍ଲା ପାଲଙ୍କ ଉପସ୍ଥିତି ରେ ସେହି ୩୬ ଜଣ ଅଙ୍ଗନ୍ ୱାଡ଼ି କର୍ମୀ ଙ୍କୁ ତଦନ୍ତ କରାଯାଉ ଏବଂ ରାଜ୍ୟସରକାରଙ୍କ ଚିଠି ନଂ ୭୯୭୦ ତାରିଖ-୨୧-୦୩-୨୦୨୫, WCD ଡିପାର୍ଟମେଣ୍ଟ ଲେଟର -ନଂ-3797- ତାରିଖ -୧୦-୦୨-୨୦୨୫ ମସିହା ଗ୍ରେଡେସନ୍ ଲିଷ୍ଟରେ ୧୨ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ସୁପରଭାଇଜର୍ ପଦୋନ୍ନତି ଦେବା ପାଇଁ ଯେଉଁ ମେରିଟ୍ ଲିଷ୍ଟ ବନାଯାଇଅଛି ସେହି ୧୨ ଜଣଙ୍କ ର ମେଟ୍ରିକ୍ ବୋର୍ଡ ସାର୍ଟିପିକେଟ୍ , ମେଟ୍ରିକ୍ ମାର୍କଲିଷ୍ଟ, ଏସ୍.ଏଲ୍ ସି ସାର୍ଟିପିକେଟ୍ , ଅଙ୍ଗନ ୱାଡି ନିଯୁକ୍ତି ସମୟ ର ଯୋଗଦାନ ପତ୍ର ଏବଂ ଗ୍ରେଡେସନ୍ ଲିଷ୍ଟ ରେ ସେହି ୧୨ ଜଣଙ୍କର ଡେଟ୍ ଅଫ୍ ବାର୍ଥ ଓ ତାଙ୍କର ଜଇନିଙ୍ଗ ଅର୍ଡର ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଯାଞ୍ଚ କରାଯାଉ ଏବଂ 2021 , 2024 , 2025 ମସିହା ର ଗ୍ରେଡ଼ସନ୍ ତାଲିକା ରେ କୌଣସି ତାଳମେଳ ଖାଉ ନାହିଁ ଏହିସବୁ ଲିଷ୍ଟ କୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଉପସ୍ଥିତିରେ ଡକୁମେଣ୍ଟ ଭେରୀଫିକେସନ କରାଗଲେ ଅସଲ ରହସ୍ୟ ପଦାକୁ ଆସିବ ।ଏବଂ ଏହାର ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ରାଜ୍ୟ ସରକାର ଙ୍କୁ ନିର୍ଦେଶ ଦେଲେ ଏହି ଦୁର୍ନୀତି ରେ ଲିପ୍ତ ଥିବା ଡି ଏସ ଡବ୍ଲୁ ଅଧିକାରିଣୀ ମୁଜିବୁନ୍ ନିଶା ଓ ଦୁର୍ନୀତି ରେ ଲିପ୍ତ ଥିବ ପୂର୍ବତନ ବରିଷ୍ଠ କିରାଣି ମନିଷା ସାହୁ ଓ କନିଷ୍ଠ କିରାଣି ନିରୁ ପୁଝାରୀ ଓ ସି ଡି ପିଓ ଅଧିକାରିଣୀ ମାନେ ଏବଂ ଅନେକ ବଡ ବଡ ମାଛ ଜାଲରେ ଛନ୍ଦି ହେବେ ବୋଲି ବୁଦ୍ଧି ଜୀବି ମହଲରେ ଦାବି ହେଉଛି ।