ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ବଡ଼ଭାଇର ଜୀବନ, ସାନ ଗୁରୁତର

ସୋରଡା: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତଲୁ ଗ୍ରାମରେ ଆଜି ସକାଳେ ଏକ ହତ୍ୟାକାଣ୍ଡ ଘଟିଛି। ଗଣେଶ ଭସାଣି ସମୟରେ ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ବଡ଼ଭାଇର ମୃତ୍ୟୁ ହୋଇଥିବା ବେଳେ, ସାନ ଭାଇ ଗୁରୁତର ଥିବା ଜଣାଯାଇଛି। ମୃତକ ହେଲେ ବାବୁ ସ୍ୱାଇଁ ଓ ଆହତଜଣକ ଜିତୁ ସ୍ୱାଇଁ। 

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେଣେ ଗୁରୁତର ଅବସ୍ଥାରେ ଜିତୁ ସ୍ୱାଇଁଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । 

Leave a Reply

Your email address will not be published. Required fields are marked *