ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଅପରାହ୍ନରେ ପୁରୀ ଗସ୍ତରେ ଯିବେ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହେବେ ।ଶ୍ରୀମନ୍ଦିର ମେଘନାଦ ପାଚୋରୀରେ ଫାଟ ଦେଖାଦେଇଥିବାରୁ ମୁଖ୍ୟମନ୍ତ୍ରୀ ମନ୍ଦିରର ସୁରକ୍ଷା ଓ ଅନ୍ୟାନ୍ୟା ସ୍ଥିତିର ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି ।

ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଏଏସଆଇର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ ।ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି.।

Leave a Reply

Your email address will not be published. Required fields are marked *