କଳାହାଣ୍ଡି: ଉତ୍ତର ବନଖଣ୍ଡ ର ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ, ବିଦେଶ ରୁ ଛୁଟି ଆସୁଛନ୍ତି କଳାହାଣ୍ଡି କୁ ପକ୍ଷୀ

କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡ଼ିଆ ଟୁଡ଼େ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧୀନ ଭବାନୀପାଟଣା ବନାଞ୍ଚଳ ର ବିଭାଗ ପକ୍ଷରୁ ପକ୍ଷୀଗଣନା ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ତାଲିମ ସହ ପକ୍ଷୀ ଗଣନା ମଧ୍ୟ ଶେଷ ହୋଇଛି। ଏହି ଗଣନା ରେ ବିଭିନ୍ନ ପ୍ରଜାତି ପକ୍ଷୀ ମଧ୍ୟ ରେ ତୟାଗ ଫ୍ଲାଏ କେଚର, ଲିସର ଭlଇଟ ଥୋର, କିଙ୍ଗ ଫିଷର, କପରସ୍ମିତ ବରବେତ, ଗ୍ରୀନ ଵି ଇଟର, ପରପଲ ସନ ବlର୍ଡ, ଲିଟିଲ ଏଗ୍ରେଟ, ପlରlକୀଟ, ଏସିଆନ ଓପନ ବିଲ, ବ୍ଲାକ ଦ୍ରୋଙ୍ଗ, ରେଡ ଭେଣ୍ଟେଡ ବୁଲବୁଲ, ଲିଟର ରିଙ୍ଗଏଡ଼ ପ୍ଲୋବହର, ଭାଇଟ ବରଡ଼ ଭୋଗାତାଳ, ଲିଟିଲ କର୍ମରେଣ୍ଟ, ଲେଭେଣ୍ଟ ସ୍ପେରୋ ଭାକ, କମନ ଡୋଭ, କମନ ମଇନା, ଓ କେଟଲ ଏଗ୍ରେଟ ପକ୍ଷୀ ଦେଖି ବାକୁ ମିଳିଥିଲା ଏହି କାର୍ଯ୍ୟକ୍ରମ ରେ ଉତ୍ତର ବନଖଣ୍ଡ ର ଫରେଷ୍ଟର ଆଲୋକ କୁମାର କର ଓ ଅନ୍ୟ ଭବାନୀପାଟଣା ସେକ୍ସନର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *