ଜାରି ରହିଛି ଶିବାଜୀଙ୍କ ପ୍ରତିମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ଜୟଦୀପଙ୍କୁ ଖୋଜିବା

ନୂଆଦିଲ୍ଲୀ: ସିନ୍ଧୁଦର୍ଗର ମାଲଭାନାର ରାଜକୋଟ ଦୁର୍ଗରେ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ତିଆରି କରିଥିବା ଶିଳ୍ପୀ…

ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି: ଯୌନ ନିର୍ଯାତନା ଅଭିଯୋଗ ଉପରେ ମତ ରଖିଲେ ଅଭିନେତା

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ଦ୍ୱାରା ‌ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସେପ୍ଟେମ୍ବର ୩ ତାରିଖ ବା ଗତକାଲିଠାରୁ ଚର୍ଚ୍ଚାର ପରିସର…

କୋର୍ଟକୁ ଯିବାବେଳେ ଭିଡ଼ରେ ସନ୍ଦୀପ ଘୋଷଙ୍କୁ ବାଜିଲା ଶକ୍ତ ଚାପୁଡ଼ା

ନୂଆଦିଲ୍ଲୀ: ସୋମବାର ଦିନ ସିବିଆଇ ଆରଜି କର ମେଡିକାଲ୍‌ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ, ତାଙ୍କର ଅତିରିକ୍ତ ସୁରକ୍ଷା କର୍ମୀ…

ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ: ମନ୍ତ୍ରୀ

ଭୁବନେଶ୍ୱର: ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଏନେଇ ଆଜି ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ…

ଭୁବନେଶ୍ୱର ଆଇଆଇଟିର ହଷ୍ଟେଲ ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ରୀ!

ଜଟଣୀ: ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଘର ଦିଲ୍ଲୀରେ ବୋଲି…

ବରିଷ୍ଠ ନାଗରିକ ମଞ୍ଚ ବୈଠକ, ଭଞ୍ଜନଗର

ଭଞ୍ଜନଗର : ଆଜି ସ୍ଥାନୀୟ ଉତ୍ତର ବନମଣ୍ଡଳ ଡାକ ବଙ୍ଗଳା ପରିସରରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ସେପ୍ଟେମ୍ବର ମାସ…

ମଣିପୁରରେ ପୁଣି ହିଂସା: ଉଗ୍ରବାଦୀଙ୍କ ଗୁଳିରେ ୨ ମୃତ

ଇମ୍ଫାଲ/ନୂଆଦିଲ୍ଲୀ: ମଣିପୁରରେ ଆଜି କୁକି ସଂପ୍ରଦାୟର ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଡ୍ରୋନ୍‌…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ଘଟିଛି ଶହେଟି ହତ୍ୟା

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ଶହେଟି ହତ୍ୟା ଘଟଣା ଘଟିଛି। ସେହି ହତ୍ୟା ଘଟଣାରେ…

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା: ମୁମ୍ବାଇରେ ବିରୋଧୀଙ୍କ ‘ଜୋତା ମାର୍‌’ ବିକ୍ଷୋଭ

ମୁମ୍ବାଇ: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ଏବେ ଜୋରଦାର ରାଜନୀତି ଚାଲିଛି। ଏକନାଥ…

ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା: ଗଲାଣି ୧୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି।  ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ବିଭିନ୍ନ…