ପ୍ରବଳ ବର୍ଷା ପାଇଁ ଆଜି ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି,୨୪ ତାରିଖ ପରେ କମିବ ବର୍ଷା ପରିମାଣ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । ବିଭିନ୍ନ ଜିଲ୍ଲାକୁ ଝଡ଼ବର୍ଷା ନେଇ ୱାର୍ଣ୍ଣିଂ ଜାରି…

ନିଟ୍ ପରୀକ୍ଷାରେ ଅଲଇଣ୍ଡିଆ ଟପ୍ପର ଓଡ଼ିଆ ପୁଅ, ସର୍ବଭାରତୀୟ ସ୍ତରରେ ହାସଲ କରିଛନ୍ତି ଏକ ନମ୍ବର ସ୍ଥାନ

କଟକ: ସର୍ବଭାରତୀୟ ନିଟ ପିଜି ପରୀକ୍ଷାରେ ଅଲଇଣ୍ଡିଆ ଟପ୍ପର ହୋଇଛି ଓଡ଼ିଆ ପୁଅ । ସାରା ଭାରତରେ ଅଢେ଼ଇ ଲକ୍ଷ ପିଲାଙ୍କୁ…

ବ୍ରହ୍ମପୁର ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୋଲିସ, ଘଟଣାସ୍ଥଳରେ କ୍ରାଇମସିନ ରିକ୍ରିଏସନ

ବ୍ରହ୍ମପୁର:ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗରରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୋଲିସ । ଅଭିଯୁକ୍ତକୁ କର୍ଣ୍ଣାଟକ କଲବର୍ଗି…

ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ୫ ବର୍ଷରେ ଓଡ଼ିଶାକୁ ମିଳିଛି ୯୧୪୭.୪୨ କୋଟି

ଭୁବନେଶ୍ଵର: ପଶୁପାଳନ ଏକ ରାଜ୍ୟ ବିଷୟ। ଭୌଗୋଳିକ ସ୍ଥିତି, ମହାମାରୀ ବିଜ୍ଞାନ, ପଶୁ ପ୍ରୋଫାଇଲ୍ ଇତ୍ୟାଦି ମାନଦଣ୍ଡ ଉପରେ ଆଧାର କରି…

କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି ଘଟଣାରେ ସ୍ୱତଃ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର ଆୟୋଗ

ନୂଆଦିଲ୍ଲୀ: ଗତ ଅଗଷ୍ଟ ୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନୈକା ୧୯ ବର୍ଷୀୟା ଯୁବତୀଙ୍କ ଆତ୍ମାହୁତି ଘଟଣାରେ ଜାତୀୟ ମାନବାଧିକାର ଆୟୋଗ…

ଅବଦୁଲ କଲାମ ଦୀପରୁ ଅଗ୍ନି-5ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ଧାମରା ଅବଦୁଲ କଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ ପରୀକ୍ଷଣ ହୋଇଛି, କ୍ଷେପଣାସ୍ତ୍ର ଅଗ୍ନି-5। ଅଗ୍ନୀ 5 ହେଉଛି…

ନବୀନଙ୍କ ସହ କଥା ହେଲେ ମୋଦି; ଆରୋଗ୍ୟ କାମନା ସହ ଦିଲ୍ଲୀ ଆସିବାକୁ ଆମନ୍ତ୍ରଣ –

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୁଣା ବନ୍ଧୁ ନବୀନ ପଟ୍ଟନାୟକଙ୍କୁ ଫୋନ କରିଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି…

ନୂଆଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଭବନରେ ଓଡ଼ିଆ ଐତିହ୍ୟର ଝଲକ ରହିବ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ନୂଆଦିଲ୍ଲୀର ନୂତନ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା…

ହ୍ୟୁମାନ ଟ୍ରାଫିକିଙ୍ଗରେ ସମୃକ୍ତ ଦମ୍ପତ୍ତିଙ୍କୁ ଗିରଫ କଲା ବେଲଗୁଣ୍ଠା ପୋଲିସ ; ରାଉରକେଲାରୁ ପିଡ଼ିତା କଲେଜ ଛାତ୍ରୀ ଉଦ୍ଧାର

ବେଲଗୁଣ୍ଠା -୨୦/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ହ୍ୟୁମାନ ଟ୍ରାଫେକିଙ୍ଗ ବା ମାନବ ଚାଲାଣ…

ଖଲ୍ଲିକୋଟ ଅବକାରୀ ବିଭାଗ ଚଢ଼ାଉ; ୪୫୦ ଗ୍ରାମ ଅଫିମ ଜବତ ଜଣେ ଗିରଫ

ଖଲ୍ଲିକୋଟ ୨୦/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା…