ଷ୍ଟିଅରିଂ ଛାଡି ରାସ୍ତାକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ, ପ୍ରତିକ୍ରିୟା ରଖିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପ୍ରମୁଖ ସଚିବ

à­§à­¦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ସକାଳୁ ଆରମ୍ଭ ହୋଇଥିଲା…

 ଚଳିତବର୍ଷ ଭାରତୀୟ ସିନେମା ଦୁଇଟି ବର୍ଗରେ ଓସ୍କାର ପୁରସ୍କାର ଜିତିଛି

ନୂଆଦିଲ୍ଲୀ : ଚଳିତବର୍ଷ ଭାରତୀୟ ସିନେମା ଦୁଇଟି ବର୍ଗରେ ଓସ୍କାର ପୁରସ୍କାର ଜିତିଛି। ଆଜିର ଏହି ସଫଳତା ଅତୀତର ଓସ୍କାର ପୁରସ୍କାରଗୁଡ଼ିକୁ…

 ନେପାଳ ର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମଚନ୍ଦ୍ର ପୌଡେଲ 

ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ ସୋମବାର ରାଷ୍ଟ୍ରପତି ଭବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି କାର୍ଯ୍ୟାଳୟରେ ଥିବା ଶୀତଳ ନିବାସରେ…

ଆପାର୍ଟମେଣ୍ଟରୁ ଖସି ରିତେଶ ଅଗ୍ରଓ୍ବାଲଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ;

ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା…

ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ, ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି

ରାଉରକେଲା (ଓଡ଼ିଶା ଟୁଡେ): ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର…

ଝାରସୁଗୁଡ଼ାରେ ନବ ଦାସଙ୍କ ପାର୍ଥିବ ଶରୀର

ଝାରସୁଗୁଡ଼ା ଅଫିସ,୩୦ା୧: ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମରଶରୀର ସୋମବାର ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଣାଯାଇଛି। ଝାରସୁଗୁଡ଼ା ବିମାନବନ୍ଦରରେ ତାଙ୍କ…

ମାଡ଼ିିଲାଣି ମାନ୍ଦାବସ୍ଥା

ଓ୍ବାଶିଂଟନ,୧୧ା୧: ୨୦୨୩ ବିଶ୍ୱ ଅର୍ଥନୀତି ପାଇଁ ଏକ ବିପଜ୍ଜନକ ବର୍ଷ ହେବାକୁ ଯାଉଛି। କାରଣ ଯେଉଁ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା…

ଭାରତ-ସାଇପ୍ରସ ମଧ୍ୟରେ ହେବ ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ/ନିକୋସିଆ,୨୯।୧୨ : ଭୂମଧ୍ୟସାଗରରେ ତୁର୍କୀର ଆକ୍ରୋଶ ଯୋଗୁ ଅସୁବିଧାରେ ପଡିଥିବା ସାଇପ୍ରସ ପ୍ରତିରକ୍ଷା ସମେତ ଭାରତ ସହିତ ଅନେକ ଚୁକ୍ତି କରି…

ଫୁଲବାଣୀ ଗସ୍ତରେ ଜେ.ପି. ନଡ୍ଡା

ଫୁଲବାଣୀ ଅଫିସ/ବାଲୁଗଁ।,୨୮ା୧୨(ଡି.ଏନ୍‌.ଏ.): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବୁଧବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ…

 ଭଞ୍ଜନଗର ବିଶ୍ବକପ୍‌ ଟ୍ରଫି

 à¬­à¬žà­à¬œà¬¨à¬—ର: ଓଡ଼ିଶା ହକି ବିଶ୍ବକପ୍‌ ମ୍ୟାଚ ଅନୁଷ୍ଠିତ କରୁଥିବାରୁ ସହର ଠାରୁ ଗ୍ରାମଞ୍ଚଳରେ ଏହି ‌କ୍ରୀଡାକୁ ନେଇ ଉତ୍ସାହର ମାହୋଲ ସୃଷ୍ଟି…