ଡିସେମ୍ବର ୮ ଓ ୯ ସୁଦ୍ଧା ତାମିଲନାଡୁ ଓ ଆନ୍ଧ୍ର ଉପକୂଳରେ ପହଞ୍ଚିବ ସାମୁଦ୍ରିକ ବାତ୍ୟା

ଚେନ୍ନାଇ: ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସଂଘଠିତ ଲଘୁଚାପ କ୍ଷେତ୍ର ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟାକୁ ରୂପାନ୍ତରିତ ହୋଇ ଡିସେମ୍ବର à­®…

‘ୟାସ’ ରେ କ୍ଷତି ହୋଇଛି ୬୧୦ କୋଟିର ସରକାରୀ ଓ ବ୍ୟକ୍ତିଗତ ସଂପତ୍ତି

ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବାତ୍ୟାରେ ସରକାରୀ ଓ ବ୍ୟକ୍ତିଗତ ସଂପତ୍ତି ମିଶାଇ ୬୧୦…

ପାରାଦୀପଠାରୁ ୧୨୦ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ପାନ; ଆଜି ପଶ୍ଚିମବଙ୍ଗର ସୁନ୍ଦରବନରେ ଲାଣ୍ଡଫଲ୍

ଭୁବନେଶ୍ବର:ବାତ୍ୟା ଅମ୍ପାନ  ପାରାଦୀପଠାରୁ ଦିଗ ବଦଳାଇଥିବାର ସୂଚନା ମିଳିଛି। ବାତ୍ୟା ଅମ୍ଫନ, ପାରାଦୀପଠାରୁ ପୂର୍ବ ଦକ୍ଷିଣ-ପୂର୍ବ ଦିଗରେ ଅମ୍ଫାନ ଗତି କରୁଛି।…

ଘଣ୍ଟାକୁ ୧୫ କିମି ବେଗରେ ସ୍ଥଳଭାଗକୁ ଅଗ୍ରସର ହୋଇଛି ‘ଅମ୍ଫାନ’, ୨୦ ଅପରାହ୍ନରେ ସୁନ୍ଦରବନରେ ମାଡ଼ ହେବ

ଭୁବନେଶ୍ବର : ୧୯୯୯ ମସିହା ପରେ ବଙ୍ଗୋପସାଗରରେ ଦ୍ବିତୀୟ ମହାବାତ୍ୟା ସୃଷ୍ଟି ହୋଇଛି। ଭୀଷଣ ସାମୁଦ୍ରିକ ବାତ୍ୟା ରୂପ ନେଇ ଆଗକୁ…

ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଲା ବାତ୍ୟା ଅମ୍ଫାନ୍

ବାତ୍ୟା ରୂପ ନେଲା ‘ଅମ୍ପାନ୍’

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ ବାତ୍ୟାରୂପ ନେଇସାରିଥିବା ଭାରତୀୟ ପାଣିପାଗ ବିଭାଗ କହିଛି । ଆଜି ଏହା…

ଉପକୂଳବର୍ତ୍ତୀ ଓଡ଼ିଶାକୁ ସତର୍କ ସୂଚନା ଜାରି, ଆଜି ବାତ୍ୟାର ରୂପ ନେଇପାରେ ‘ଅମ୍ଫାନ’

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଅମ୍ଫାନ’ର ରୂପ ନେଇପାରେ । ଭାରତୀୟ ପାଣିପାଗ…

ଦାନା ବାନ୍ଧୁଛି ବାତ୍ୟା !!

ଭୁବନେଶ୍ବର : ସାମୁଦ୍ରିକ ଝଡ଼ର ରୂପ ନେଇ ପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବା…