ଭଞ୍ଜନଗର ବିଶ୍ବକପ୍‌ ଟ୍ରଫି

 à¬­à¬žà­à¬œà¬¨à¬—ର: ଓଡ଼ିଶା ହକି ବିଶ୍ବକପ୍‌ ମ୍ୟାଚ ଅନୁଷ୍ଠିତ କରୁଥିବାରୁ ସହର ଠାରୁ ଗ୍ରାମଞ୍ଚଳରେ ଏହି ‌କ୍ରୀଡାକୁ ନେଇ ଉତ୍ସାହର ମାହୋଲ ସୃଷ୍ଟି…

ଫିଫା ବିଶ୍ୱକପ୍‌: ସେମିଫାଇନାଲ୍‌ରେ ଫ୍ରାନ୍ସ ଓ ଆଫ୍ରିକୀୟ ଦଳ ମରକ୍କୋ

 à¬šà¬³à¬¿à¬¤ ଫିଫା ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ର ଫ୍ରାନ୍ସ ଭେଟିବ ମରକ୍କୋକୁ। ଶନିବାର ତୃତୀୟ କ୍ବାର୍ଟରଫାଇନାଲ୍‌ରେ ପର୍ତୁଗାଲ୍‌ ଆଶାରେ ପଣି ଭରି ଦେଇ…

ଫିଫା ବିଶ୍ବକପ୍‌: ୫ ଥର ଚାମ୍ପିଅନ ବ୍ରାଜିଲ୍‌ ବିଦା, କ୍ରୋଏସିଆ ସେମିରେ

ଦୋହା : କ୍ରୋଏସିଆ ପ୍ରଥମ ଦଳ ଭାବେ ଫିଫା ବିଶ୍ବକପ୍‌ କାତାର ସଂସ୍କରଣର ସେମିଫାଇନାଲ୍‌ରେ ‌ପ୍ରବେଶ କରିଛି। ଶୁକ୍ରବାର ଏଜୁକେସନ ସିଟି…

ପ୍ରଥମ ଦିନିକିଆ: ବାଂଲାଦେଶର ରୋମାଞ୍ଚକର ବିଜୟ

ଢାକା ୦୪/ à­§à­¨: à¬¬à¬¾à¬‚ଲାଦେଶର ସେର୍-ଇ-ବାଂଲା ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ରୋମାଞ୍ଚକର ବିଜୟ ହାସଲ କରିଛି ବାଂଲାଦେଶ । ୧୮୭ ରନର…

ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା: ଲିଟନ୍ ବାଂଲାଦେଶ ଅଧିନାୟକ

ଢାକା : ଅଧିନାୟକ ତମିମ ଇକ୍‌ବାଲ ଆହତ ଯୋଗୁଁ ଓହରିଯିବାରୁ ଓପନର୍‌ ଲିଟନ ଦାସ à­ª ତାରିଖରୁ ଆରମ୍ଭ ହେବାକୁଥିବା ଭାରତ…

ଫିଫା ବିଶ୍ୱକପ ୨୦୨୨: ନକ୍‌ଆଉଟରେ ମରକ୍କୋ ଓ କ୍ରୋଏସିଆ, ବିଦା ହେଲେ ବେଲଜିୟମ ଓ କାନାଡ଼ା

କତାରରେ ଚାଲିଥିବା ଫିଫା ବିଶ୍ୱକପରୁ ବିଦା ହୋଇଛି ବିଶ୍ୱ ମାନ୍ୟତାର à­¨ ନମ୍ବର ସ୍ଥାନରେ ଥିବା ବେଲଜିୟମ । ତା ସହିତ…

ୱେଷ୍ଟ ଇଣ୍ଡିଜ୍‌ର ରୋମାଞ୍ଚକର ବିଜୟ: ଇଂଲଣ୍ଡକୁ ୪ ୱିକେଟ୍‌ରେ ହରାଇଲା

ସାଉଥମ୍ପଟନ : ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଛି ୱେଷ୍ଟ ଇଣ୍ଡିଜ୍‌ । ରୋଜ ବାଉଲ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ…

ଅର୍ଥ ସମସ୍ୟାରେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦ ତାଙ୍କ ବିଏମ୍‌ଡବ୍ଲୁ କାର୍‌କୁ ବିକ୍ରି କରିବା ନେଇ ଫେସ୍‌ବୁକ୍‌ରେ କରିଥିବା ପୋଷ୍ଟକୁ ଡିଲିଟି କରିଦେଇଛନ୍ତି। ନିଜର…

ଲୋକପ୍ରିୟ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ

ଭାରତୀୟ ହକି ଟିମ୍‌କୁ ତିନିଟି ସ୍ୱର୍ଣ୍ଣ ଜିତାଇଥିବା ଜଣାଶୁଣା ଲୋକପ୍ରିୟ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ମୋହାଲିର…

ବିସିସିଆଇ ଦେଲା ୫୧ କୋଟି ଟଙ୍କାର ସହଯୋଗ

ନୂଆଦିଲ୍ଲୀ : ଦେଶର ସବୁଠୁ ଧନୀ ଏବଂ ସ୍ୱୟଂଶାସିତ କ୍ରୀଡ଼ା ସଙ୍ଗଠନ ବିସିସିଆଇ କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କୁ…