ଚଳିତବର୍ଷ ଭାରତୀୟ ସିନେମା ଦୁଇଟି ବର୍ଗରେ ଓସ୍କାର ପୁରସ୍କାର ଜିତିଛି

ନୂଆଦିଲ୍ଲୀ : ଚଳିତବର୍ଷ ଭାରତୀୟ ସିନେମା ଦୁଇଟି ବର୍ଗରେ ଓସ୍କାର ପୁରସ୍କାର ଜିତିଛି। ଆଜିର ଏହି ସଫଳତା ଅତୀତର ଓସ୍କାର ପୁରସ୍କାରଗୁଡ଼ିକୁ…

 ନେପାଳ ର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମଚନ୍ଦ୍ର ପୌଡେଲ 

ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ ସୋମବାର ରାଷ୍ଟ୍ରପତି ଭବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି କାର୍ଯ୍ୟାଳୟରେ ଥିବା ଶୀତଳ ନିବାସରେ…

ଆପାର୍ଟମେଣ୍ଟରୁ ଖସି ରିତେଶ ଅଗ୍ରଓ୍ବାଲଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ;

ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା…

ଭାରତ-ସାଇପ୍ରସ ମଧ୍ୟରେ ହେବ ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ/ନିକୋସିଆ,୨୯।୧୨ : ଭୂମଧ୍ୟସାଗରରେ ତୁର୍କୀର ଆକ୍ରୋଶ ଯୋଗୁ ଅସୁବିଧାରେ ପଡିଥିବା ସାଇପ୍ରସ ପ୍ରତିରକ୍ଷା ସମେତ ଭାରତ ସହିତ ଅନେକ ଚୁକ୍ତି କରି…

ଦେଶରେ ଆଜି ୧୫୭ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୭।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ…

ଚଳିତ ବର୍ଷ ଶହେ ହାଇସ୍କୁଲରେ ଖୋଲିଛି +୨ କଳା

ନୂଆଦିଲ୍ଲୀ : ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦୦ଟି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଛି…

ଭାରତକୁ ତୈଳ ଯୋଗାଣ ଜାରି ରଖିବ ରୁଷିଆ,ବ୍ୟାରେଲ ପିଛା ୪୯ ଡଲାର

ନୂଆଦିଲ୍ଲୀ,୧୪।୧୨ : ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆର ଅଶୋଧିତ ତୈଳ ଉପରେ ବ୍ୟାରେଲ ପିଛା ଅତି କମରେ ୬୦ଡଲାରର ପ୍ରାଇସ୍‌ କ୍ୟାପ୍‌ ଲଗାଇଛନ୍ତି।…

ଫିଫା ବିଶ୍ୱକପ୍‌: ସେମିଫାଇନାଲ୍‌ରେ ଫ୍ରାନ୍ସ ଓ ଆଫ୍ରିକୀୟ ଦଳ ମରକ୍କୋ

 à¬šà¬³à¬¿à¬¤ ଫିଫା ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ର ଫ୍ରାନ୍ସ ଭେଟିବ ମରକ୍କୋକୁ। ଶନିବାର ତୃତୀୟ କ୍ବାର୍ଟରଫାଇନାଲ୍‌ରେ ପର୍ତୁଗାଲ୍‌ ଆଶାରେ ପଣି ଭରି ଦେଇ…

ଫିଫା ବିଶ୍ବକପ୍‌: ୫ ଥର ଚାମ୍ପିଅନ ବ୍ରାଜିଲ୍‌ ବିଦା, କ୍ରୋଏସିଆ ସେମିରେ

ଦୋହା : କ୍ରୋଏସିଆ ପ୍ରଥମ ଦଳ ଭାବେ ଫିଫା ବିଶ୍ବକପ୍‌ କାତାର ସଂସ୍କରଣର ସେମିଫାଇନାଲ୍‌ରେ ‌ପ୍ରବେଶ କରିଛି। ଶୁକ୍ରବାର ଏଜୁକେସନ ସିଟି…

ଆଜି ଦେଶରେ ୨୧୦ ନୂଆ କୋଭିଡ୍‌-୧୯ ସଂକ୍ରମଣ;

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-à­§à­¯ ସଂକ୍ରମଣ ୨୦୦ ଉପରେ ଥିବା ବ‌େଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ…