ଯାଜପୁର, (ଅଭିମନ୍ୟୁ ମିଶ୍ର, ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ): ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଚ୍ଛମନ…
Month: April 2026
ପିପୁଲ୍ସ କଲେଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ: ୪୩ ୟୁନିଟ୍ ରକ୍ତ ସଂଗ୍ରହ
ବୁଗୁଡ଼ା,୦୮/୦୪(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜ ବୁଗୁଡ଼ା ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର…
ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଭଞ୍ଜନଗର ୦୮/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ମୁଜାଗଡ…
ଶ୍ରୀମନ୍ଦିର ଆଲୋକୀକରଣରେ ଖର୍ଚ୍ଚ ହେବ ୧୮ କୋଟି, ବିନା ସ୍କୃ, ନଟବୋଲ୍ଡରେ ଲାଗିବ ଲାଇଟ୍
ପୁରୀ, ୦୭/୦୪(ବଳରାମ ତ୍ରିପାଠି): ୧୮ କୋଟି ଟଙ୍କା ଖର୍ଚ୍ଚରେ ହେବ ଶ୍ରୀମନ୍ଦିର ଆଲୋକୀକରଣ । ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍…
ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଭିତରକାଠ ନିକଟରେ ପଡ଼ିଥିଲା ରକ୍ତ
ପୁରୀ ୦୭।୦୪(ବଳରାମ ତ୍ରିପାଠି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି।…
ଚୌଦ୍ୱାର ମଣ୍ଡଳରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ
ଚୌଦ୍ୱାର(ଶିବବ୍ରତ ଦାସ ): ବିଜେପି ଚୌଦ୍ୱାର ମଣ୍ଡଳରେ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି । ମଣ୍ଡଳ ସଭାନେତ୍ରୀ…
ଚୌଦ୍ୱାରରେ ସ୍ୱଚ୍ଛ ଓଡ଼ିଶା ଦିବସ ପାଳିତ, ପଦାରେ ପଡିଲା ପୌର ପରିଷଦ କଳି
ଚୌଦ୍ୱାର (ଶିବବ୍ରତ ଦାସ )ଓଡ଼ିଆ ପକ୍ଷ ଅବସରରେ ଚୌଦ୍ଵାର ପୌରପାଳିକା ଆନୁକୁଲ୍ୟରେ ଓଡ଼ିଶା ସ୍ୱଚ୍ଛ ଦିବସ ପାଳିତ ହୋଇଯାଇଛି । ଏହି…
ଚୌଦ୍ୱାର ଯୋଗାଣ ବିଭାଗରେ ଦୁର୍ନୀତିର ଗନ୍ଧ : ଯୋଗାଣ ଅଧିକାରୀଙ୍କୁ କାର୍ଯ୍ୟାଳୟ ମନା
ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ଵାର ପୌରପାଳିକାରେ ଦିନକୁ ଦିନ ବଢ଼ୁଥିବା ଦୁର୍ନୀତି ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତାର ବିଷୟ…
ନୂଆପଡାରେ ରାଜସ୍ୱ ସମୀକ୍ଷା ବୈଠକ: ସୁବାସ ଚନ୍ଦ୍ର ଦୀପଙ୍କୁ ‘ରାଜସ୍ୱ ମିତ୍ର ପୁରସ୍କାର’
ନୂଆପଡା, ତା. ୦୭/୦୩:(ପରମେଶ୍ୱର ମେହେର )ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ୱ…
ନୂଆପଡାରେ ମାଂସପେଶୀ ଦୁର୍ବଳତା ରୋଗରେ ପୀଡିତ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କଲେ ଜିଲ୍ଲାପାଳ
ନୂଆପଡା, ତା. ୦୭/୦୪ (ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମାଂସପେଶୀ ଦୁର୍ବଳତା ବା ଡୁଚେନ୍ ମସ୍କ୍ୟୁଲାର ଡିସ୍ଟ୍ରୋଫି (DMD)…