ନୂଆପଡ଼ାରେ ପୋଲିସ-ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ। ଅପରାଧକୁ ପ୍ରାରମ୍ଭିକ ସ୍ତରରୁ ରୋକିବା, ମାମଲାଗୁଡ଼ିକର ଯୁକ୍ତିସଙ୍ଗତ ତଦନ୍ତ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡା, ତା. ୨୧/୦୫ :(ପରମେଶ୍ୱର ମେହେର ) ନୂଆପଡା ଜିଲ୍ଲା ପୋଲିସ ଓ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ…

*ଆନ୍ତଃ ଜିଲ୍ଲା ପେନସନ ଅଦାଲତ କୋରାପୁଟରେ ଉଦଘାଟିତ

କୋରାପୁଟ ୨୧. ୦୫. ୨୬:(ପ୍ରଭାତ କୁମାର ସୁତାର, ଓଡିଶା ଟୁଡ଼େ) ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନସନ ଓ ଭବିଷ୍ୟନିଧି ସମସ୍ୟାର…

ମିଶନ ଶକ୍ତି ଏସଏଚଜି ବ୍ୟାଙ୍କ ଲିଙ୍କେଜରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ।

ନୂଆପଡ଼ା, ତା. ୨୧/୦୫ (ପରମେଶ୍ୱର ମେହେର): ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାବଳମ୍ବନ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ପୁନର୍ବାର ଏକ ନୂତନ…

ସ୍ବର୍ଗତ ରାଜେନ୍ଦ୍ର ପଣ୍ଡାଙ୍କ ଦ୍ୱାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭଞ୍ଜନଗର -୨୧/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଆଜି ଗୁରବାର ଦିନ ସ୍ବର୍ଗତ ରାଜେନ୍ଦ୍ର ପଣ୍ଡାଙ୍କର…

ଅବସରପ୍ରାପ୍ତ ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଦ୍ୱାରା ଜଳଦାନ

ଚୌଦ୍ୱାର(ଶିବବ୍ରତ ଦାସ ) ପ୍ରଚଣ୍ଡ ରୌଦ୍ର ତାପ କୁ ଅସହ୍ୟ ଗୁଳୁଗୁଳି । ଏହାକୁ ନଜରରେ ରଖି ଚୌଦ୍ଵାର ଅଞ୍ଚଳର ଅବସରପ୍ରାପ୍ତ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର ୨୧/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ…

ଚୌଦ୍ୱାରରେ ସମସ୍ତ ଔଷଧ ଦୋକାନ ବନ୍ଦ

ଚୌଦ୍ୱାର (ଶିବବ୍ରତ ଦାସ ) : ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ…

ଅଂଶୁଘାତରେ କଲେଜ କର୍ମଚାରୀଙ୍କ ମୃତ୍ୟୁ

ବୁଗୁଡ଼ା,୨୧/୦୫(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ପିଅନ ଡାକ୍ତର ସ୍ବାଇଁ (ଡାକ)ଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା…

ଆଶିଷ୍ ଡ୍ୟାନ୍ସ୍ ଷ୍ଟୁଡିଓର ଦ୍ଵିତୀୟ ବାର୍ଷିକ ଉତ୍ସବ ; ଦୈନନ୍ଦିନ ଜୀବନଚର୍ଯ୍ୟାରେ ନୃତ୍ୟ ସାମିଲ ହେବା ଆବଶ୍ୟକ : ମୁଖ୍ୟ ବକ୍ତା

ବେଲଗୁଣ୍ଠା,୨୧/୦୫, (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ରେବତୀ…

ଯୁକ୍ତ ୨ ବିଜ୍ଞାନରେ ରାକେଶ ବିଷୋୟୀ ବୁଗୁଡ଼ା ବ୍ଲକ୍ ଟପ୍ପର

ବୁଗୁଡ଼ା,୨୧/୦୫(ସୋରେନ କୁମାର ପ୍ରଧାନ):ଯୁକ୍ତ ୨ ବିଜ୍ଞାନ ପରୀକ୍ଷା-୨୦୨୬ ଫଳାଫଳ ପ୍ରକାଶ ପାଇବା ପରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…