ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କ ଦେହାନ୍ତ : ଭିଣୋଇଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପରଲୋକରେ ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜାମାତା ତଥା…

ରାଜ୍ୟ ବିଜେପି ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ : ସିଏଏକୁ ସମର୍ଥନରେ ଓଡ଼ିଶାରୁ କରାଯିବ ୧୦ ଲକ୍ଷ ଟୁଇଟ୍‌

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ବନ୍ଧରେ ସଚେତନତା ବାର୍ତ୍ତା ଦେଇ ଟୁଇଟର୍‌ରେ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି।…

ଶ୍ରୀମନ୍ଦିର ବିକାଶ ପଛରେ ନବୀନଙ୍କ ଭକ୍ତି : ନବୀନ କେମିତି ଶ୍ରୀଜଗନ୍ନାଥ ଭକ୍ତ, ବଖାଣିଲେ ପାଣ୍ଡିଆନ୍

ଭୁବନେଶ୍ବର : ‘‘ସେଦିନ ଥିଲା ୨୦୧୬ ମସିହା ଜାନୁଆରି ପହିଲା। ସବୁ ବର୍ଷ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ଅବସରରେ…

ସେନାରେ ସାମିଲ ହେଲେ ଶ୍ରୀଲଙ୍କାର ଷ୍ଟାର୍ ଅଲରାଉଣ୍ଡର ଥିସାରା ପରେରା

କଲୋମ୍ବୋ: ଶ୍ରୀଲଙ୍କାର ଅଲରାଉଣ୍ଡର ଥିସାରା ପରେରା ସେନାରେ ସାମିଲ ହୋଇଛନ୍ତି । ପରେରା ଶ୍ରୀଲଙ୍କାର ସ୍ଥଳ ସେନାରେ ମେଜର ପଦରେ ଗାଜାବା…

ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ବିଗ୍-ବିଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର। ଭାରତୀୟ ସିନେମାରେ ଜୀବନ ବ୍ୟାପି ସାଧନା ପାଇଁ ଅମିତାଭ ବଚ୍ଚନଙ୍କୁ ଆଜି ଦାଦା…

ହରିୟାଣା ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

ଗୁରୁଗ୍ରାମ :  à¬¹à¬°à¬¿à­Ÿà¬¾à¬£à¬¾à¬° ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା à¬¸à¬ªà¬¨à¬¾ ଚୌଧୁରୀ ସପିଂ ସାରି ସୋହନା ରୋଡରୁ ଫେରୁଥିଲେ। ବାଟିକା ଛକରେ ଫଚ୍ୟୁନର…