
ନୂଆଦିଲ୍ଲୀ: ଏକ ଦୁର୍ନୀତି ମାମଲାରେ ଏଜେନ୍ସି ଏବଂ ସିବିଆଇର ସ୍କାନରରେ ଥିବା ଜଣେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ ଦିଲ୍ଲୀ ନିକଟସ୍ଥ ସାହିବାବାଦର ଏକ ରେଳ ଟ୍ରାକରେ ଅଧିକାରୀ ଆଲୋକ କୁମାର ପଙ୍କଜଙ୍କ ମୃତଦେହ ମିଳିବା ପରେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।