ଭଞ୍ଜନଗର ଉପଖଣ୍ଡରେ ଧାନବିକ୍ରି ପାଇଁ ସରିଲା ଚାଷୀ ପଞ୍ଜୀକରଣ; ଭଞ୍ଜନଗର ଉପଖଣ୍ଡରେ ବଢିଲେ ୩,୧୪୧ ଚାଷୀ

ଭଞ୍ଜନଗର ୧୦/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କଡା ନିୟମ, ହନ୍ତସନ୍ତ ସ୍ଥିତି, ଅସନ୍ତୋଷ…

ଭଞ୍ଜନଗର: ନାବାଳିକାକୁ ଅପହରଣ କରି ଜଣେ ଗିରଫ

ଭଞ୍ଜନଗର ୧୦/୦୯( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ନୂଆପଲ୍ଲୀ ଗ୍ରାମର…

ମିଳୁନି ମୃତଦେହର ପରିଚୟ: ସଠିକ ସୂଚନା ଦେଲେ ମିଳିବ ୨୫ ହଜାର ପୁରସ୍କାର, ପୋଷ୍ଟର ରିଲିଜ୍ କଲା ପୋଲିସ

ଭୁବନେଶ୍ୱର : ମିଳୁନି ମୃତଦେହର ପରିଚୟ, ପୋଷ୍ଟର ରିଲିଜ୍ କଲା ପୋଲିସ । ମୃତକଙ୍କ ସଠିକ ପରିଚୟ ଦେଲେ ମିଳିବ ୨୫…

ଅଘୋରୀ ବେଶରେ ପିଲା ଚୋରି, ୯ ଜଣ ବାବା ଏବେ ଥାନାରେ

କଣିହାଁ : ଅଘୋରୀ ବେଶରେ ପିଲା ଚୋରୀ ଉଦ୍ୟମ । ସାଧୁ ମାନଙ୍କ ନାମକୁ କଲେ ବଦନାମ । ଏଭଳି ଏକ…

ପୁରୀରେ କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତି ଆରମ୍ଭ, ହବିଷ୍ୟାଳୀଙ୍କ ପାଇଁ ଚଳିତବର୍ଷ ମଧ୍ୟ ଅନଲାଇନରେ ପଞ୍ଜୀକରଣ କରାଯିବ

ପୁରୀ: (ବଳରାମ ତ୍ରିପାଠି ରିପୋର୍ଟ , ଓଡ଼ିଶା ଟୁଡେ ):ପୁରୀରେ କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତି ଆରମ୍ଭ । ଆଜି ଜିଲ୍ଲାପାଳଙ୍କ…

ରାଜଧାନୀ କଲେଜରେ ଛାତ୍ର ଅଣଛାତ୍ରଙ୍କ ମଧ୍ୟରେ ବଡ଼ ଧରଣର ଗଣ୍ଡଗୋଳ,ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ରାଜଧାନୀ କଲେଜରେ ଛାତ୍ର ଅଣଛାତ୍ର ଙ୍କ ମଧ୍ୟରେ ବଡ଼ ଧରଣର ଗଣ୍ଡଗୋଳ । ପୁଣି ରଣକ୍ଷେତ୍ର ପାଲଟିଲା କଲେଜ…

ବ୍ୟାଙ୍କ ଆଗରେ ଧାରଣା ଦେଲେ ହିତାଧୀକାରୀ, ଜମା ଟଙ୍କା ଫେରି ପାଇବା ପାଇଁ କଲେ ଦାବି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ୟୁନିୟନ ବ୍ୟାଙ୍କରେ ଟଙ୍କା ଜମା ରଖି ହଡପର ଶିକାର ହୋଇଥିବା ଜମାକାରୀ ବ୍ୟାଙ୍କ ସମ୍ମୁଖରେ ଧାରଣା…

ଧର୍ମଶାଳାରେ ବିଜେପିର ପାୱାର ସୋ, ସାମିଲ ହେଲେ ବିଜେଡିର ଶତାଧିକ କର୍ମୀ

ଧର୍ମଶାଳା : ଧର୍ମଶାଳାରେ ବିଜେପିର ପାୱାର ସୋ’ । ବିଜେପିରେ ସାମିଲ ହେଲେ ବିଜେଡିର ଶତାଧିକ କର୍ମୀ । ଧର୍ମଶାଳା ନିର୍ବାଚନମଣ୍ଡଳୀର…

କଟକରେ ପୂଜା ପେଣ୍ଡାଲ ପାଇଁ ଏନଓସି ବାଧ୍ୟତାମୂଳକ, ନହେଲେ ମିଳିବନି ଆୟୋଜନ ଅନୁମତି

କଟକ: କଟକରେ ପୂଜା ପେଣ୍ଡାଲ ପାଇଁ ଏନଓସି ନେବାକୁ ବାଧ୍ୟ। ନହେଲେ ମିଳିବନି ଆୟୋଜନ ଅନୁମତି। ପୂଜା ପେଣ୍ଡାଲ ଓ ଭସାଣୀ…

ବୃଦ୍ଧଙ୍କ ପେଟରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି

ବ୍ରହ୍ମପୁର: MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର । ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟ ନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ମେଡିକାଲର…