ବେଲଗୁଣ୍ଠା ୦୭/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧିନ…
Month: August 2025
ଜଙ୍ଗଲ ସୁରକ୍ଷା ପାଇଁ ହେବ ୧୦ ବର୍ଷିଆ ଯୋଜନା, ତାଲିମ ନେଲେ ବନଖଣ୍ଡ କର୍ମଚାରୀ
ଭଞ୍ଜନଗର ୦୭/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପ୍ରତି ୧୦ ବର୍ଷକୁ ଥରେ ଜଙ୍ଗଲ…
ଗଞ୍ଜାମର ନାବାଳିକାଙ୍କୁ ମୁମ୍ୱାଇରେ ଦୁଷ୍କର୍ମ , ଗିରଫ ହେଲେ ଯୁବକ
ବ୍ରହ୍ମପୁର : ଦୁଷ୍କର୍ମର ଶୀକାର ହୋଇଥିବା ନାବାଳିକା ଜଣକ ନିଜ ପରିବାର ସହ ଦୀର୍ଘ ୧୪ ବର୍ଷ ଧରି ମୁମ୍ୱାଇରେ ରହିଆସୁଛନ୍ତି…
ଗଙ୍ଗାର ଉଗ୍ର ରୂପ ଯୋଗୁଁ ଜୀବିକା ହରାଇଛନ୍ତି ଅନେକ ପରିବାର, ରାସ୍ତା ଉପରେ ବସିଛନ୍ତି ପୂଜକ
ଉତ୍ତରପ୍ରଦେଶର ବାରାଣସୀରେ ଗଙ୍ଗାର ଜଳସ୍ତର କମିବା ଆରମ୍ଭ କରିଛି ସତ କିନ୍ତୁ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା । ସହରର ଗଳି କନ୍ଦି…
ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବି, 6 ଘଣ୍ଟିଆ ପୁରୀ ବନ୍ଦ: ଗଡୁନି ଘରୋଇ ବସ, ଦୋକାନ ବଜାର ବନ୍ଦ
ପୁରୀ: ଆଜି 6 ଘଣ୍ଟିଆ ପୁରୀ ବନ୍ଦ । ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ ପୁରୀ ଜିଲ୍ଲା ବିଜେଡ଼ି ପକ୍ଷରୁ ଆଜି…
ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ମାମଲା: ବଦଳିଲେ ASI, ଆଜି SCBରେ ପୋଷ୍ଟମର୍ଟମ –
କେନ୍ଦ୍ରାପଡା: କେନ୍ଦ୍ରାପଡା ଯୁକ୍ତ ତିନି ଛାତ୍ରୀ ମୃତ୍ୟୁ ଘଟଣାରେ ଏଏସଆଇଙ୍କ ବଦଳି । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ମୋହନ…
ବଢିବ ବିଜୁଳି ବିଲ୍, ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ
ବିଜୁଳି ବିଲ୍ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ଦେଲେ ଗ୍ରୀନ ସିଗନାଲ । ଖାଲି ଦିଲ୍ଲୀ ନୁହେଁ ସାରା ଦେଶରେ ବଢିପାରେ ଦର…
ସମାଜରେ ଘଟୁଥିବା ଅଘଟଣକୁ ନେଇ ଛାତ୍ରୀମାନଙ୍କୁ ସଚେତନ କଲେ ପୋଲିସ ଅଧିକାରୀ, ବ୍ରହ୍ମପୁର ଏସପିଙ୍କ ନିଆରା ପ୍ରୟାସ
ବ୍ରହ୍ମପୁର: ଥାନା ଭିତରେ ହାଇସ୍କୁଲ ଏବଂ କଲେଜ ଛାତ୍ରୀ । ଥାନା ଅଧିକାରୀ ଗୋଟିଏ ସ୍ଥାନରେ ଆଉ ଗୋଟିଏ ସ୍ଥାନରେ ଏସଆଇ…
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ଧାରୀ ଚିକିତ୍ସା, ଲାଇନ ଚାଲିଯିବାରୁ ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର
ପୁରୀ : ଅନ୍ଧାରରେ ଚିକିତ୍ସା । ଲାଇନ ଚାଲିଯିବାରୁ ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର । ଏପରି ଅଭାବନୀୟ ଦୃଶ୍ୟ…
ଜମ୍ମୁ କଶ୍ମୀର ଉଧମପୁରରେ ଖାଇକୁ ଖସିଲା ସିଆରପିଏଫ ଗାଡ଼ି, ଦୁଇ ଯବାନ ସହିଦ, ୧୨ ଆହତ
ଜମ୍ମୁ କଶ୍ମୀର : ଘାଟି ତଳକୁ ଖସିଲା ବସ୍ । ୨ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ୧୨ ଜଣ…